ରାମଗଡ଼ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ବ୍ଲକ । ଏହା ହୋରଣ୍ଡା ନାମରେ ମଧ୍ୟ ପରିଚିତ ।

ଅବସ୍ଥିତି  ସମ୍ପାଦନା

ଏହା  ପଲାମୁର ମୁଖ୍ୟ ଦପ୍ତରଠାରୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ।ଏହାର ଏକ ପାଟରେ ପର୍ବତ ସମୂହ ରହିଛି । ଏଠାରେ ଅସୁରୀ ଭାଷା ବ୍ୟବହାର ହେଇଥାଏ । ଭୋଜପୁରୀ ଓ ହିନ୍ଦୀ ମଧ୍ୟ ପ୍ରଚଳିତ ରହିଥାଏ । ଭାଷା ସବୁ ପାଇଁ ଦେବନାଗରୀ ଲିପି ବ୍ୟବହାର ହେଇଥାଏ ।

ଆଧାର  ସମ୍ପାଦନା