ପାଲାମୁ ଜିଲ୍ଲା

ଝାଡ଼ଖଣ୍ଡ ର ଏକ ଜିଲ୍ଲା

ପାଲାମୁ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର 24ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଏହି ଜିଲ୍ଲାର ମୁଖ୍ୟାଳତ ଦାଲତଙଗଞ୍ଜ ସହରରେ ଅବସ୍ଥିତ । ଏହି ସହର ନିକଟରେ କୋଏଲ ନଦୀ ପ୍ରବାହିତ । 

ପାଲାମୁ
Location of ପାଲାମୁ district in Jharkhand
ରାଜ୍ୟJharkhand, ଭାରତ
ପ୍ରଶାସନିକ ବିଭାଗPalamu
ସଦର କାର୍ଯ୍ୟାଳୟDaltonganj
କ୍ଷେତ୍ରଫଳ5,044 km2 (1,947 sq mi)
ଲୋକ ସଭା ନିର୍ବାଚନ ମଣ୍ଡଳୀ1. Palamu, 2. Chatra (shared with Chatra district)
ଲୋକ ସଭା ନିର୍ବାଚନ ମଣ୍ଡଳୀ5
ପ୍ରଧାନ ରାଜପଥNH 75, NH 98
ୱେବସାଇଟ

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ପଲାମୁର ଭୌଗୋଳିକ ଅବସ୍ଥିତି  23°50′ and 24°8′ଓ 83°55′ and 84°30′ ଠାରେ । ଏହାର ଉତ୍ତରରେ ସୋଁ ନଦୀ ଓ ବିହାର ରାଜ୍ୟ , ପୂର୍ବରେ ଚାତରା ଓ ହଜାରିବାଗ ଜିଲ୍ଲା , ଦକ୍ଷିଣରେ ଲଟେହାର ଜିଲ୍ଲା ଓ ପଶ୍ଚିମରେ ଗରୱାହ ଜିଲ୍ଲା ଅବସ୍ଥିତ । 

ଜାତୀୟ ସଂରକ୍ଷିତ ଅଞ୍ଚଳ  ସମ୍ପାଦନା

  • ବେତଳା j

ପ୍ରଶାସନ  ସମ୍ପାଦନା

ସମଗ୍ର ଜିଲ୍ଲାର ପ୍ରଶାସନ ପାଇଁ 21ଟି ବ୍ଲକରେ ବିଭକ୍ତ କରାଯାଇଛି । 

Economy ସମ୍ପାଦନା

ଏହାକୁ ଭାରତର ଏକ ଅନୁନ୍ନତ ଜିଲ୍ଲା ଭାବରେ ଘୋଷଣା କରାଯାଇଛି । [୧] ଏହା ଭାରତର 240ଟି ପଛୁଆ ଜିଲ୍ଲା ଭାବରେ ରହିଛି [୧]

ଜନସଂଖ୍ୟା  ସମ୍ପାଦନା

2011 ଜନଗଣନା[୨] ଅନୁସାରେ ଜିଲ୍ଲାର ଲୋକ ସଂଖ୍ୟା 24,36, 319  ଥିଲା। ଏହାର ଲୋକ ସଂଖ୍ୟା ଲସୋଥୋ ଦେଶର ଲୋକ ସଂଖ୍ୟା ସହ ସମାନ ଥିଲା ।ଜିଲ୍ଲାର ଜନ ଘନତ୍ୱ 990 ବର୍ଗ ମାଇଲ ଥିଲା ।  ଜିଲ୍ଲାରେ 6 ବର୍ଷରୁ କମ ସଂଖ୍ୟା ଥିଲା ।

ଭାଷା  ସମ୍ପାଦନା

ଏଠାରେ ଅସୁରୀ ଭାଷା , ମଗଧୀ ଭାଷା କଥିତ ଭାଷା ଓ ଦେବନାଗରୀ ଓ କାଇଥି ଲିପି ବ୍ୟବହାର ହୁଏ । [୩].[୪]

ଶିକ୍ଷା  ସମ୍ପାଦନା

ଏଠାରେ ନୀଳାମ୍ବର-ପୀତାମ୍ବର ବିଶ୍ୱବିଦ୍ୟାଳୟ ଦାଲଟନଗଞ୍ଜ ସହରରେ 2009[୫][୬] ମସିହାରେ ସ୍ଥାପିତ ହେଇଥିଲା । ଏଠାରେ ଇଂଜିନିଯରିଂ କଲେଜ ସହ ଅନନ୍ୟ ଶିକ୍ଷାନୁଷ୍ଠାନ ରହିଛି । .[୭][୮]

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. ୧.୦ ୧.୧ Ministry of Panchayati Raj (September 8, 2009). "A Note on the Backward Regions Grant Fund Programme" (PDF). National Institute of Rural Development. Archived from the original (PDF) on April 5, 2012. Retrieved September 27, 2011.
  2. "District Census 2011". Census2011.co.in. 2011. Retrieved 2011-09-30.ଛାଞ୍ଚ:Not in source
  3. M. Paul Lewis, ed. (2009). "Asuri: A language of India". Ethnologue: Languages of the World (16th ed.). Dallas, Texas: SIL International. Retrieved 2011-09-28.
  4. M. Paul Lewis, ed. (2009). "Bhojpuri: A language of India". Ethnologue: Languages of the World (16th ed.). Dallas, Texas: SIL International. Retrieved 2011-09-30.
  5. "ଆର୍କାଇଭ୍ କପି". Archived from the original on 2013-04-11. Retrieved 2016-12-31. {{cite web}}: Cite has empty unknown parameter: |1= (help)
  6. "Nilamber-Pitamber University". Retrieved December 27, 2012.
  7. "Chapter IX: Social Services". Jharkhand Draft Annual Plan 2001 - 2002. Archived from the original on 2005-03-12. Retrieved 2007-07-10.
  8. "Palamu District: Education Profile". Retrieved 2007-07-10.

ବାହାର ଲିଙ୍କ  ସମ୍ପାଦନା