ରାମଗଡ଼
(ରାମଗଡରୁ ଲେଉଟି ଆସିଛି)
ରାମଗଡ଼ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ବ୍ଲକ । ଏହା ହୋରଣ୍ଡା ନାମରେ ମଧ୍ୟ ପରିଚିତ ।
ଅବସ୍ଥିତି
ସମ୍ପାଦନାଏହା ପଲାମୁର ମୁଖ୍ୟ ଦପ୍ତରଠାରୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ।ଏହାର ଏକ ପାଟରେ ପର୍ବତ ସମୂହ ରହିଛି । ଏଠାରେ ଅସୁରୀ ଭାଷା ବ୍ୟବହାର ହେଇଥାଏ । ଭୋଜପୁରୀ ଓ ହିନ୍ଦୀ ମଧ୍ୟ ପ୍ରଚଳିତ ରହିଥାଏ । ଭାଷା ସବୁ ପାଇଁ ଦେବନାଗରୀ ଲିପି ବ୍ୟବହାର ହେଇଥାଏ ।
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |