ରାଣାଭାବ
ଭାରତୀୟ ରାଜ୍ୟ ଗୁଜୁରାଟ ର ଏକ ନଗର
ରାଣାଭାବ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ପୋର୍ବନ୍ଦର୍ ଜିଲ୍ଲାରେ ଅବସ୍ଥିତ ।
Ranavav | |
---|---|
city | |
ଦେଶ | India |
ରାଜ୍ୟ | Gujarat |
ଜିଲ୍ଲା | Porbandar |
Elevation | 40 m (130 ft) |
Population (2011)[୧] | |
• Total | ୪୬,୦୧୮ |
Time zone | UTC+5:30 (IST) |
ଭୌଗଳିକ ଅବସ୍ଥିତି
ସମ୍ପାଦନାରାଣାଭାବ ୨୧.୬୮୭୩ ଉତ୍ତର ଅକ୍ଷାଂଶ ଓ ୬୯.୭୪୪୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଣାଭାବ ସହରର ମୋଟ ଜନସଂଖ୍ୟା ୨୪୨୦୨ ଅଟେ ।[୩] ସେଥି ମଧ୍ୟରୁ ୫୧.୨୯% ଜଣ ପରୁଷ ହୋଇଥିବା ବେଳେ ୪୮.୭୧% ଜଣ ନାରୀ ଅଟନ୍ତି । ରାଣାଭାବର ସାକ୍ଷରତା ହାର ୬୨.୮୩% ଅଟେ । ଏହା ଜାତୀୟ ହାରଠାରୁ ୨.୦୧% ପ୍ରତିଶତ କମ ଅଟେ । ସେଥିରୁ ୩୬.୦୪% ପ୍ରତିଶତ ପୁରୁଷ ଓ ୨୬.୭୯% ନାରୀ ଅଟନ୍ତି । ୧୪.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାଗୁଜରାଟୀ ରାଣାଭାବର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.