ରାଜେନ୍ଦ୍ର କୁମାର ଛତ୍ରିଆ

ଓଡ଼ିଆ ରାଜନୀତିଜ୍ଞ

ରାଜେନ୍ଦ୍ର କୁମାର ଛତ୍ରିଆ (ଜନ୍ମ: ୫ ମଇ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ରାଜେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜେନ୍ଦ୍ର କୁମାର ଛତ୍ରିଆ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀରବିନାରାୟଣ ନାଏକ
ପର ଅଧିକାରୀରବିନାରାୟଣ ନାଏକ
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-05-05) ୫ ମଇ ୧୯୬୪ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପୁଷ୍ପଲତା ଛତ୍ରିଆ
ବାପା/ବୋଉଗୁଣମଣି ଛତ୍ରିଆ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ରାଜେନ୍ଦ୍ର ୧୯୬୪ ମସିହାର ମଇ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁଣମଣି ଛତ୍ରିଆ ଓ ପତ୍ନୀଙ୍କ ନାମ ପୁଷ୍ପଲତା ଛତ୍ରିଆ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୨]

ରାଜନୈତିକ ଜୀବନ ସମ୍ପାଦନା

ରାଜେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର ସମ୍ପାଦନା

  1. "Can BJD break into BJP bastion, Kuchinda?". The New Indian Express. 13 March 2019. Retrieved 22 August 2020.
  2. "Shri Rajendra Kumar Chhatria". odishaassembly.nic.in. Odisha Assembly. Retrieved 22 August 2020.
  3. ମିଶ୍ର, ଜ୍ଞାନରଂଜନ; ଶର୍ମା, ଗଗନ (7 March 2019). "କୁଚିଣ୍ଡା ନିର୍ବାଚନ ମଣ୍ଡଳୀ : ବିଜେଡି ପାଇଁ ଆହ୍ବାନ, ବିଜେପି ପାଇଁ ସମ୍ମାନ | Sambad". Archived from the original on 22 August 2020. Retrieved 22 August 2020.