ସମ୍ବଲପୁର ବିଶ୍ବବିଦ୍ୟାଳୟ


ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ତୃତୀୟ ପୁରାତନ ବିଶ୍ୱବିଦ୍ୟାଳୟ ଯାହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ଥାପନ ହବାର ଦୁଇ ଦିନ ପରେ ୧୯୬୩ ମସିହା, ଜାନୁୟାରୀ ୪ ତାରିଖ ଦିନ ସ୍ଥାପନା କରା ଯାଇଥିଲା। ପଶ୍ଚିମ ଓଡ଼ିଶାର ଉଚ୍ଚତର ଶିକ୍ଷାର ବିକାଶ କ୍ଷେତ୍ରରେ ଏହା ଏକ ବହୁତ ବଡ଼ ପଦକ୍ଷେପ ଥିଲା। ଜ୍ୟୋତିବିହାର ଭାବେ ପରିଚିତ ଏହାର ପରିସର ସମ୍ବଲପୁର ସହରଠାରୁ ୧୫ କି.ମି. ଦୂର ବୁର୍ଲାଠାରେ ଅବସ୍ଥିତ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ବିଦ୍ୟୟା ବିନ୍ଦତୋମୃତମ"
ପ୍ରତିଷ୍ଠା୪ ଜାନୁୟାରୀ ୧୯୬୩
ପ୍ରକାରସାର୍ବଜନିକ
କୁଳାଧିପତିଏସ. ସି. ଜମିର
କୁଳପତିପ୍ରାଧ୍ୟାପକ ଚିତ୍ତ ରଞ୍ଜନ ତ୍ରିପାଠୀ
ଅବସ୍ଥାନବୁର୍ଲା , ସମ୍ବଲପୁର, ଓଡ଼ିଶା, ଭାରତ ଭାରତ
ପରିସରଜ୍ୟୋତିବିହାର ,ନଗର
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ,
ୱେବସାଇଟhttp://www.suniv.ac.in/index.html

ଇତିହାସସମ୍ପାଦନ କରନ୍ତୁ

ଅବସ୍ଥିତିସମ୍ପାଦନ କରନ୍ତୁ

ପରିସରରେ ଉପଲବ୍ଧ ସୁବିଧାସମ୍ପାଦନ କରନ୍ତୁ