ରାଜକିଶୋର ପ୍ରଧାନ (୧୯୫୬ ଜନ୍ମ)

ଓଡ଼ିଆ ରାଜନୀତିଜ୍ଞ

ରାଜକିଶୋର ପ୍ରଧାନ (୧୩ ମାର୍ଚ୍ଚ ୧୯୫୬ - ୧୨ ଅକ୍ଟୋବର ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେଓଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜକିଶୋର ପ୍ରଧାନ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ନିର୍ବାଚନ ମଣ୍ଡଳୀଦେଓଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1956-03-13)୧୩ ମାର୍ଚ୍ଚ ୧୯୫୬
ମୃତ୍ୟୁ୧୨ ଅକ୍ଟୋବର ୨୦୧୫(2015-10-12) (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମନମୋହିନୀ ପ୍ରଧାନ
ବାପା/ବୋଉଗଦାଧର ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରାଜକିଶୋର ପ୍ରଧାନ ୧୯୫୫ ମସିହାର ମାର୍ଚ୍ଚ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଦାଧର ପ୍ରଧାନ ଓ ପତ୍ନୀଙ୍କ ନାମ ମନମୋହିନୀ ପ୍ରଧାନ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରାଜକିଶୋର ପ୍ରଧାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ରାଜକିଶୋର ପ୍ରଧାନ ୨୦୧୫ ମସିହାର ଅକ୍ଟୋବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Raja Kishore Pradhan". odishaassembly.nic.in. Odisha Assembly. Retrieved 5 September 2022.