ରମେଶ ପଟୁଆ
ରମେଶ ପଟୁଆ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ରମେଶ ପଟୁଆ | |
---|---|
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଦୁର୍ଯ୍ୟୋଧନ ଗଡ଼ିଆ |
ପର ଅଧିକାରୀ | ନାଉରୀ ନାୟକ |
ନିର୍ବାଚନ ମଣ୍ଡଳୀ | ରେଙ୍ଗାଲି |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବୃତ୍ତି | ରାଜନୀତିଜ୍ଞ |
ରାଜନୈତିକ ଜୀବନ
ସମ୍ପାଦନାରମେଶ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]
୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ରମେଶ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିନ୍ଦନ୍ଦୀ ନାଉରୀ ନାୟକଙ୍କୁ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ରମେଶ ପଟୁଆ ପୁଣିଥରେ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଭାବରେ ରେଙ୍ଗାଲିରୁ ନିର୍ବାଚନ ଲଢ଼ିଥିଲେ ।[୫] ମାତ୍ର ଏହି ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନାୟରୀ ନାୟକଙ୍କଠାରୁ ପରାସ୍ତ ହୋଇଥିଲେ ।[୬]
ଆଧାର
ସମ୍ପାଦନା- ↑ "Shri Ramesh Patua". odishaassembly.nic.in. Odisha Assembly. Retrieved 24 August 2020.
- ↑ "ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଲେ ରେଙ୍ଗାଲି ବିଧାୟକ | Sambad". ସମ୍ବାଦ. sambad.in. 3 August 2018. Archived from the original on 25 August 2020. Retrieved 25 August 2020.
- ↑ "RENGALI ELECTION RESULTS & NEWS". News18. news18.com. Retrieved 26 August 2020.
- ↑ "ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳିରେ କିଏ ଟିକେଟ୍ ପାଇବ କେଉଁ ଦଳରୁ…24 February 2019". Prameyanews7. Archived from the original on 25 August 2020. Retrieved 25 August 2020.
- ↑ Pradhan, Phanindra (4 February 2019). "Internal bickering bane for BJD in Sambalpur". The New Indian Express. Archived from the original on 9 February 2019. Retrieved 25 August 2020.
- ↑ "Rengali Election Results 2019 LIVE: Rengali Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 26 August 2020.