ରକ୍ଷା ବନ୍ଧନ (ହିନ୍ଦୀ କଥାଚିତ୍ର)
୨୦୨୨ର ହିନ୍ଦୀ କଥାଚିତ୍ର
ରକ୍ଷା ବନ୍ଧନ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଭାରତୀୟ ହିନ୍ଦୀ କଥାଚିତ୍ର । ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ୍. ରାଏ । ହିମାଂଶୁ ଶର୍ମା ଓ କନିକା ଢିଲୋନ୍ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୪] ଏହି କଥାଚିତ୍ରଟିରେ ଅକ୍ଷୟ କୁମାର, ଭୂମି ପେଦନେକର ସାଦିଆ ଖତୀବ, ସାହେଜମୀନ କୌର, ସ୍ମୃତି ଶ୍ରୀକାନ୍ତ, ଦୀପିକା ଖାନ୍ନା ଆଦି କଳାକାରମାନେ ଅଭିନୟ କରିଥିଲେ ।[୧][୫] ଏହି କଥାଚିତ୍ରଟି ୨୦୨୨ ମସିହାର ଅଗଷ୍ଟ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୬][୭]
ରକ୍ଷା ବନ୍ଧନ | |
---|---|
ନିର୍ଦ୍ଦେଶକ | ଆନନ୍ଦ ଏଲ୍. ରାଏ |
ପ୍ରଯୋଜକ |
|
ସଂଳାପ |
|
କଳାକାର |
|
ବର୍ଣ୍ଣନା | ସାଦିଆ ଖତୀବ |
ସଙ୍ଗୀତ | ସ୍କୋର୍: ଇଶାନ ଛବରା ଗୀତ: ହିମେଶ ରସୈମିୟା |
ଚିତ୍ରଗ୍ରହଣ | କେ. ୟୁ. ମୋହନାନ |
ସମ୍ପାଦକ | ହେମଲ କୋଠାରୀ |
Production company |
|
ବିତରକ | ଜୀ ଷ୍ଟୁଡ଼ିଓ |
ମୁକ୍ତିଲାଭ ତାରିଖ | ୧୧ ଅଗଷ୍ଟ ୨୦୨୨ |
କଥାଚିତ୍ରର ସମୟ | ୧୦୮ ମିନିଟ୍[୧] |
ଦେଶ | ଭାରତ |
ଭାଷା | ହିନ୍ଦୀ |
ଖର୍ଚ୍ଚ | ୭୦ କୋଟି[୨] |
ମୋଟ ଆୟ | ୬୧.୬୧ କୋଟି[୩] |
ଅଭିନୀତ କଳାକାର
ସମ୍ପାଦନା- ଅକ୍ଷୟ କୁମାର - କେଦାରନାଥ ଅଗ୍ରୱାଲ
- ଭୂମି ପେଦନେକର - ସପ୍ନା ଗୁପ୍ତା
- ସାଦିଆ ଖତୀବ - ଗାୟତ୍ରୀ ଅଗ୍ରୱାଲ/ମିଶ୍ର
- ସାହେଜମୀନ କୌର - ସରସ୍ୱତୀ ଅଗ୍ରୱାଲ
- ସ୍ମୃତି ଶ୍ରୀକାନ୍ତ - ଲକ୍ଷ୍ମୀ ଅଗ୍ରୱାଲ/ବର୍ମା
- ଦୀପିକା ଖାନ୍ନା - ଦୁର୍ଗା ଅଗ୍ରୱାଲ
- ସୀମା ପହୱା - ଶାନୂ ଶର୍ମା
- ନୀରଜ ସୁଦ୍ - ହରିଶଙ୍କର ଗୁପ୍ତା
- ସାହିଲ ମେହଟା - ଗଫର୍
- ଅଭିଳାଶ ଥପଲିୟାଲ - ସ୍ୱପ୍ନିଲ ବର୍ମା
- ମନୁ ରିଶି - ମାମୁଁ
- କରଣ ପୁରି - ସୁନୀଲ ମିଶ୍ର
- ସଲିମ ସିଦ୍ଦିକ୍ - ନୀଲୁର ସ୍ୱାମୀ
ଗୀତ ଓ ସଙ୍ଗୀତ
ସମ୍ପାଦନାରକ୍ଷା ବନ୍ଧନ | ||||
---|---|---|---|---|
ଗୀତ by ହିମେଶ ରସୈମିୟା | ||||
ମୁକ୍ତିଲାଭ ତାରିଖ | ୬ ଅଗଷ୍ଟ ୨୦୨୨[୮] | |||
ଶୈଳୀ | ଫିଚର୍ ଫିଲ୍ମ ଗୀତ | |||
ଭାଷା | ହିନ୍ଦୀ | |||
ନାମ | ଜୀ ମ୍ୟୁଜିକ୍ କମ୍ପାନୀ | |||
ପ୍ରଯୋଜକ | ହିମେଶ ରସୈମିୟା | |||
ହିମେଶ ରସୈମିୟା chronology | ||||
|
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହିମେଶ ରସୈମିୟା । ଇର୍ଷାଦ କମିଲ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୯] ଏହି କଥାଚିତ୍ରଟିର ପ୍ରଥମ ଗୀତଟି ୨୯ ଜୁନ ୨୦୨୨ରେ ମୁକ୍ତିଲାଭ କରିଥିଲା ।[୧୦] ୨ୟ ଗୀତଟି ୬ ଜୁଲାଇ ୨୦୨୨ରେ ମୁକ୍ତିଲାଭ କରିଥିଲା ।[୧୧] ନବରାଜ ହଂସ, ଶ୍ରେୟା ଘୋଷାଲ, ଅରିଜିତ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୨][୧୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Raksha Bandhan". British Board of Film Classification. Retrieved 2 August 2022.
- ↑ "Slow start for 'Laal Singh Chaddha,' 'Raksha Bandhan', experts bank on word-of-mouth". Business Today. 11 August 2022. Retrieved 12 August 2022.
- ↑ "RAKSHA BANDHAN BOX OFFICE". Bollywood Hungama. 12 August 2022. Retrieved 12 August 2022.
- ↑ "Akshay Kumar-Bhumi Pednekar's Rakshabandhan is writers Himanshu Sharma-Kanika Dhillon's first collaboration". The Indian Express. 11 June 2021. Retrieved 21 June 2021.
- ↑ "Zee Studios comes on board for Akshay Kumar starrer Raksha Bandhan directed by Aanand L Rai". Bollywood Hungama. 21 June 2021. Retrieved 13 April 2021.
- ↑ "Akshay Kumar and Bhumi Pednekar starrer Raksha Bandhan goes on floors today". Bollywood Hungama. 21 June 2021. Retrieved 21 June 2021.
- ↑ "Akshay Kumar and Bhumi Pednekar starrer Raksha Bandhan to release on August 11, 2022". Bollywood Hungama. 26 September 2021. Retrieved 26 September 2021.
- ↑ "Raksha Bandhan – Original Motion Picture Soundtrack". Jiosaavn. 6 August 2022.
- ↑ "Akshay on 'Raksha Bandhan', 'Laal Singh Chadha' face-off: Hope both films have a good run". ThePrint. 21 June 2022. Retrieved 21 June 2022.
- ↑ "Raksha Bandhan song Tere Saath Hoon Main: Akshay Kumar shows the tender bond between brother and sister". Hindustan Times. Retrieved 29 June 2022.
- ↑ "Raksha Bandhan song Kangan Ruby: Akshay Kumar, Bhumi Pednekar groove to Himesh Reshammiya's wedding song". Hindustan Times. 5 July 2022. Retrieved 6 July 2022.
- ↑ "'Done Kar Do' to make Akshay Kumar and Aanand L Rai's Raksha Bandhan the first Indian movie to have an international song release". Bollywood Hungama. 19 July 2022. Retrieved 20 July 2022.
- ↑ "Raksha Bandhan का नया गाना 'Dhaagon Se Baandhaa' रिलीज, दिल छू जाएगा अक्षय कुमार का इमोशनल अंदाज". News18 हिंदी (in ହିନ୍ଦୀ). Retrieved 3 August 2022.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରକ୍ଷା ବନ୍ଧନ