ବିଶ୍ୱମ୍ଭର ବିଦ୍ୟାପୀଠ
ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚବିଦ୍ୟାଳୟ
ବିଶ୍ୱମ୍ଭର ବିଦ୍ୟାପୀଠ ଓଡ଼ିଶାର ପୁରୀରେ ଥିବା ଏକ ସରକାରୀ ଉଚ୍ଚବିଦ୍ୟାଳୟ ।[୧][୨][୩] ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ । ସୁଶିଲ କୁମାର ବ୍ରହ୍ମା ଏହି ଅନୁଷ୍ଠାନର ପ୍ରଧାନଶିକ୍ଷକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।[୪]
ବିଶ୍ୱମ୍ଭର ବିଦ୍ୟାପୀଠ | |
---|---|
ଅବସ୍ଥାନ | |
ପୁରୀ, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୧୯୪୫ |
ଅଧ୍ୟକ୍ଷ | ସୁଶିଲ କୁମାର ବ୍ରହ୍ମା |
ଶ୍ରେଣୀ | ଶ୍ରେଣୀ ୬ଷ୍ଠରୁ ୧୦ମ |
ଅବସ୍ଥିତି
ସମ୍ପାଦନାଜଣାଶୁଣା ପୁରାତନ ଛାତ୍ର
ସମ୍ପାଦନା- ସତ୍ୟଜିତ ମହାନ୍ତି (ଭାରତୀୟ ପୁଲିସ ସେବା)
- ରକ୍ଷକ ନାୟକ (ସାହିତ୍ୟିକ)[୫]
ଇତିହାସ
ସମ୍ପାଦନାଏହି ଅନୁଷ୍ଠାନଟି ୧୯୧୯ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଭାବରେ ଆରମ୍ଭ କରାଯାଇଥିଲା । ୧୯୪୫ ମସିହାରେ ଏହା ଏକ ଉଚ୍ଚବିଦ୍ୟାଳୟରେ ପରିଣତ ହୋଇଥିଲା ।[୬] ୨୦୨୧ ମସିହା ଡିସେମ୍ବର ମାସରେ ଏହି ଉଚ୍ଚବିଦ୍ୟାଳୟ ନିଜର ୭୫ବର୍ଷ ସ୍ଥାପନା ଅବସରରେ ପ୍ଲାଟିନମ ଜୟନ୍ତୀ ପାଳନ କରିଥିଲା ।[୭][୮]
ଆହୁରି ଦେଖିବେ
ସମ୍ପାଦନାଆଧାର
ସମ୍ପାଦନା- ↑ The Orissa Gazette. ଓଡ଼ିଶା ସରକାର. 03-Jan-1964. Retrieved 18 December 2021.
{{cite book}}
: Check date values in:|date=
(help) - ↑ District Census Handbook, Orissa: Puri. Superintendent, Orissa Government Press, 1965. ୧୯୬୫. Retrieved 18 December 2021.
- ↑ "ECO CLUBS LIST". www.ecoclubodisha.org/. ECO-CLUB Odisha. Archived from the original on 18 December 2021. Retrieved 18 December 2021.
- ↑ "ଓଡ଼ିଶା ସମଗ୍ର ଦୁନିଆକୁ ଏକ କରିବାର କ୍ଷମତା ରଖେ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 December 2021. Retrieved 20 December 2021.
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୨୧ - ମାର୍ଚ୍ଚ ୬. Retrieved 3 March 2018.
- ↑ "ମୋ ସ୍କୁଲ". www.moschool.in. ମୋ ସ୍କୁଲ ଅଭିଯାନ. Archived from the original on 18 December 2021. Retrieved 18 December 2021.
- ↑ ବିଭୁ ପ୍ରସାଦ ତ୍ରିପାଠୀ. "ମୋ ତୀର୍ଥ, ମୋ ବିଦ୍ୟାଳୟ". No. ସମ୍ବାଦ ୧୮/୧୨/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 18 December 2021. Retrieved 18 December 2021.
- ↑ "Puri". www.youtube.com. ଓଡ଼ିଶା ଟେଲିଭିଜନ. Archived from the original on 18 December 2021. Retrieved 18 December 2021.
{{cite web}}
: Text "Biswambar Vidyapitha Celebrates Platinum Jubilee" ignored (help)
ବାହାର ଆଧାର
ସମ୍ପାଦନା- ବିଶ୍ୱମ୍ଭର ବିଦ୍ୟାପୀଠ ପୁରାତନ ଛାତ୍ରମାନଙ୍କର ୱେବସାଇଟ Archived 2021-12-18 at the Wayback Machine.
- ବିଶ୍ୱମ୍ଭର ବିଦ୍ୟାପୀଠର ୱେବସାଇଟ Archived 2021-12-18 at the Wayback Machine.