ଯିଏ ଯାହା କହୁ ମୋର ଢୋ

୨୦୧୫ର ଓଡ଼ିଆ କଥାଚିତ୍ର

ଯିଏ ଯାହା କ‌ହୁ ମୋର ଢୋ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ।[୨] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ ।[୩] ଏହି ଚଳଚ୍ଚିତ୍ରର ନାୟକ ଥିଲେ ବାବୁଶାନ ମହାନ୍ତି ଏବଂ ତାଙ୍କ ସ‌ହ ନାୟିକା ରୂପେ ପ୍ରଥମ କରି ଅଭିନୟ ଆରମ୍ଭ କରଥିଲେ ଶୀତଲ ପାତ୍ର[୪] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭]

ଯିଏ ଯାହା କହୁ ମୋର ଢୋ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସନ୍ଦୀପ ରାଉତରାୟ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟମୃତ୍ୟୁଞ୍ଜୟ ସାହୁ
କାହାଣୀସନ୍ଦିପ ରାଉତରାୟ
କଳାକାରବାବୁଶାନ୍
ଶୀତଲ
ଇଲୁ ବାନାର୍ଜି
ନମ୍ରତା ଦାସ
ହାଡ଼ୁ
ଚାନ୍ଦିନୀ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣମୃତ୍ୟୁଞ୍ଜୟ ସାହୁ
ସମ୍ପାଦକଶିବାନନ୍ଦ
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୫[୧]
ଦେଶ ଭାରତ
ଭାଷାଓଡ଼ିଆ

ଓଡ଼ିଆଚଳଚ୍ଚିତ୍ର ‘ଯିଏ ଯାହା କହୁ ମୋର ଢୋ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

  1. ଯିଏ ଯାହା କ‌ହୁ ମୋର ଢୋ
  2. ଶହେ ଶହେରେ ଖେଳ
  3. ଜାଗା ଦେଖି ଦେଇ ଦେ ମଣି
  4. ମୋ ଜୀବନେ ଆସିଚୁ ତୁ
  1. "Jie Jaha Kahu Mora Dho ( ଯିଏ ଯାହା କହୁ ମୋର ଢୋ )". OdishaFile.Com. Archived from the original on 26 April 2017. Retrieved 8 March 2017.
  2. "ଓଲିଉଡ୍ @୨୦୧୫". Odisha Reporters. 29 December 2015. Retrieved 8 March 2017.
  3. "Jie Jaha Kahu Mora Dho (ଯିଏ ଯାହା କହୁ ମୋର ଢୋ) - 2015 Odia Comedy Film". Ollywood OdiaPortal. Retrieved 8 March 2017.
  4. "SHTEEL ODIA ACTRESS PHOTO- JIE JAHA KAHU MOR DHO HEROINE". Incredible Orissa. 3 January 2015. Retrieved 8 March 2017.
  5. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
  6. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  7. "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  8. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.

ବାହାର ଆଧାର

ସମ୍ପାଦନା