ମେଦାକ୍
ମେଦାକ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ମେଦକ୍ ଜିଲ୍ଲାରେ ଅବସ୍ଥିତ ।
Medak
మెదక్ میڈک | |
---|---|
The Church of South India Cathedral in Medak | |
Country | India |
State | Telangana |
Region | Telangana |
District | Medak |
Elevation | 442 m (1,450 ft) |
Population (2011)[୧] | |
• Total | ୪୪,୨୫୫ |
Languages | |
• Official | Telugu, Urdu |
Time zone | UTC+5:30 (IST) |
PIN | 502110 |
Telephone code | 08452 |
ଯାନବାହାନ ପଞ୍ଚୀକରଣ | TS-15<ref>"District Codes". Government of Telangana Transport Department. Retrieved 4 September 2014.</ref> |
Website | Medak municipality |
ଭୌଗଳିକ ଅବସ୍ଥିତି
ସମ୍ପାଦନାମେଦାକ୍ ୧୮.୦୪୫୩ ଉତ୍ତର ଅକ୍ଷାଂଶ ଓ ୭୮.୨୬୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମେଦାକ୍ ସହରର ମୋଟ ଜନସଂଖ୍ୟା ୧୩୩୦୫ ଅଟେ ।[୩] ସେଥି ମଧ୍ୟରୁ ୫୮.୫୦% ଜଣ ପରୁଷ ହୋଇଥିବା ବେଳେ ୪୧.୫୦% ଜଣ ନାରୀ ଅଟନ୍ତି । ମେଦାକ୍ର ସାକ୍ଷରତା ହାର ୫୭.୬୨% ଅଟେ । ଏହା ଜାତୀୟ ହାରଠାରୁ ୭.୨୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୯.୬୯% ପ୍ରତିଶତ ପୁରୁଷ ଓ ୧୭.୯୩% ନାରୀ ଅଟନ୍ତି । ୧୪.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାତେଲୁଗୁ ମେଦାକ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census 2011". The Registrar General & Census Commissioner, India. Retrieved 25 July 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.