ମେଥେମୋଗ୍ଲୋବିନେମିଆ

ରକ୍ତରେ ମେଥେମୋଗ୍ଲୋବିନ ସ୍ତର ଅଧିକ ରହେ ।

ମେଥେମୋଗ୍ଲୋବିନେମିଆ ରୋଗ ହେଲେ ରକ୍ତରେ ମେଥେମୋଗ୍ଲୋବିନ ସ୍ତର ଅଧିକ ରହେ । [୪] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଣନିଶ୍ୱାସ, ଅଇ, ମାଂସପେଶୀ ସମନ୍ୱୟ ଆଭାବ ଏବଂ ଚର୍ମ ନୀଳ ରଙ୍ଗ (ସ୍ୟାନୋସିସ) ଦେଖାଯାଏ । [୨] ରୋଗ ଜଟିଳ ହେଲେ ବାତ ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।[୫]

Methemoglobinemia
Hemoglobin M disease[୧]
Chocolate-brown blood due to methemoglobinemia
ବିଭାଗToxicology
ଲକ୍ଷଣHeadache, dizziness, shortness of breath, nausea, poor muscle coordination, blue-colored skin[୨]
କାରଣBenzocaine, nitrates, dapsone, genetics[୩]
ରୋଗ ନିର୍ଣ୍ଣୟ ପଦ୍ଧତିBlood gas[୩]
ସଠିକ ରୋଗ ନିର୍ଣ୍ଣୟArgyria, sulfhemoglobinemia, heart failure[୩]
ଚିକିତ୍ସାOxygen therapy, methylene blue[୩]
PrognosisGenerally good with treatment[୩]
ପୁନଃପୌନିକRelatively uncommon[୩]

କିଛି ଔଷଧ, ରାସାୟନିକ ପଦାର୍ଥ ବା ଖାଦ୍ୟ ଯୋଗୁ ମେଥେମୋଗ୍ଲୋବିନେମିଆ ହୋଇପାରେ କିମ୍ବା ଏହା ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିପାରେ ।[୪] ଔଷଧମାନଙ୍କ ମଧ୍ୟରେ ବେଞ୍ଜୋକେନ, ନାଇଟ୍ରେଟସ ବା ଡାପସୋନ ନାମ ଉଲ୍ଲେଖନୀୟ ।[୫] ହେମୋଗ୍ଲୋବିନରେ ଥିବା ଲୌହର ଫେରସ ଆକାର [Fe 2+ ] ପରିବର୍ତ୍ତିତ ହୋଇ ଫେରିକ [Fe 3+ ] ଫେରିକ ଆକାର ହୋଇଯାଏ । ଲକ୍ଷଣ ଏବଂ ଅମ୍ଳଜାନ ଥେରାପିରେ ଉନ୍ନତି ନ ହେଉଥିବା ନିମ୍ନ ରକ୍ତ ଅମ୍ଳଜାନ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩][୩] ରକ୍ତ-ଗ୍ୟାସ ଆନାଲିସିସ କରି ରୋଗ ନିର୍ଣ୍ଣୟ କରାଯାଏ । [୩]

ସାଧାରଣତଃ ଅମ୍ଳଜାନ ଥେରାପି ଏବଂ ମେଥିଲିନ ବ୍ଲୁ ସାହାଯ୍ୟରେ ଚିକିତ୍ସା କରାଯାଏ ।[୫]ଜୀବସାର ଗ, ବଦଳ ଟ୍ରାନ୍ସଫ୍ୟୁଜନ ଓ ହାଇପରବାରିକ ଅମ୍ଳଜାନ ଆବଶ୍ୟକ ହୋଇପାରେ ।[୩] ଚିକିତ୍ସା ସହିତ ଫଳାଫଳ ସାଧାରଣତ ଭଲ ହୁଏ । [୩] ମେଥେମୋଗ୍ଲୋବିନେମିଆ ଅପେକ୍ଷାକୃତ ଅସାଧାରଣ ରୋଗ ଓ ଏହା ଅଧିକାଂଶ କ୍ଷେତ୍ରରେ ଜେନେଟିକ୍ ପରିବର୍ତ୍ତନ ଯୋଗୁ ହୋଇଥାଏ । [୩]

ଆଧାର ସମ୍ପାଦନା

  1. "Methemoglobinemia: MedlinePlus Medical Encyclopedia". medlineplus.gov (in ଇଂରାଜୀ). Archived from the original on 8 June 2019. Retrieved 8 June 2019.
  2. ୨.୦ ୨.୧ "NCI Dictionary of Cancer Terms". National Cancer Institute (in ଇଂରାଜୀ). 2 February 2011. Archived from the original on 21 December 2019. Retrieved 21 December 2019.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Ludlow, JT; Wilkerson, RG; Nappe, TM (January 2019). "Methemoglobinemia". PMID 30726002. {{cite journal}}: Cite journal requires |journal= (help)
  4. ୪.୦ ୪.୧ "NCI Dictionary of Cancer Terms". National Cancer Institute (in ଇଂରାଜୀ). 2 February 2011. Archived from the original on 21 December 2019. Retrieved 21 December 2019.
  5. ୫.୦ ୫.୧ ୫.୨ Ludlow, JT; Wilkerson, RG; Nappe, TM (January 2019). "Methemoglobinemia". PMID 30726002. {{cite journal}}: Cite journal requires |journal= (help)