ମେଥେମୋଗ୍ଲୋବିନେମିଆ
ମେଥେମୋଗ୍ଲୋବିନେମିଆ ରୋଗ ହେଲେ ରକ୍ତରେ ମେଥେମୋଗ୍ଲୋବିନ ସ୍ତର ଅଧିକ ରହେ । [୪] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଣନିଶ୍ୱାସ, ଅଇ, ମାଂସପେଶୀ ସମନ୍ୱୟ ଆଭାବ ଏବଂ ଚର୍ମ ନୀଳ ରଙ୍ଗ (ସ୍ୟାନୋସିସ) ଦେଖାଯାଏ । [୨] ରୋଗ ଜଟିଳ ହେଲେ ବାତ ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।[୫]
Methemoglobinemia | |
---|---|
Hemoglobin M disease[୧] | |
ବିଭାଗ | Toxicology |
ଲକ୍ଷଣ | Headache, dizziness, shortness of breath, nausea, poor muscle coordination, blue-colored skin[୨] |
କାରଣ | Benzocaine, nitrates, dapsone, genetics[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood gas[୩] |
ସଠିକ ରୋଗ ନିର୍ଣ୍ଣୟ | Argyria, sulfhemoglobinemia, heart failure[୩] |
ଚିକିତ୍ସା | Oxygen therapy, methylene blue[୩] |
Prognosis | Generally good with treatment[୩] |
ପୁନଃପୌନିକ | Relatively uncommon[୩] |
କିଛି ଔଷଧ, ରାସାୟନିକ ପଦାର୍ଥ ବା ଖାଦ୍ୟ ଯୋଗୁ ମେଥେମୋଗ୍ଲୋବିନେମିଆ ହୋଇପାରେ କିମ୍ବା ଏହା ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିପାରେ ।[୪] ଔଷଧମାନଙ୍କ ମଧ୍ୟରେ ବେଞ୍ଜୋକେନ, ନାଇଟ୍ରେଟସ ବା ଡାପସୋନ ନାମ ଉଲ୍ଲେଖନୀୟ ।[୫] ହେମୋଗ୍ଲୋବିନରେ ଥିବା ଲୌହର ଫେରସ ଆକାର [Fe 2+ ] ପରିବର୍ତ୍ତିତ ହୋଇ ଫେରିକ [Fe 3+ ] ଫେରିକ ଆକାର ହୋଇଯାଏ । ଲକ୍ଷଣ ଏବଂ ଅମ୍ଳଜାନ ଥେରାପିରେ ଉନ୍ନତି ନ ହେଉଥିବା ନିମ୍ନ ରକ୍ତ ଅମ୍ଳଜାନ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] [୩] ରକ୍ତ-ଗ୍ୟାସ ଆନାଲିସିସ କରି ରୋଗ ନିର୍ଣ୍ଣୟ କରାଯାଏ । [୩]
ସାଧାରଣତଃ ଅମ୍ଳଜାନ ଥେରାପି ଏବଂ ମେଥିଲିନ ବ୍ଲୁ ସାହାଯ୍ୟରେ ଚିକିତ୍ସା କରାଯାଏ ।[୫] ଜୀବସାର ଗ, ବଦଳ ଟ୍ରାନ୍ସଫ୍ୟୁଜନ ଓ ହାଇପରବାରିକ ଅମ୍ଳଜାନ ଆବଶ୍ୟକ ହୋଇପାରେ ।[୩] ଚିକିତ୍ସା ସହିତ ଫଳାଫଳ ସାଧାରଣତ ଭଲ ହୁଏ । [୩] ମେଥେମୋଗ୍ଲୋବିନେମିଆ ଅପେକ୍ଷାକୃତ ଅସାଧାରଣ ରୋଗ ଓ ଏହା ଅଧିକାଂଶ କ୍ଷେତ୍ରରେ ଜେନେଟିକ୍ ପରିବର୍ତ୍ତନ ଯୋଗୁ ହୋଇଥାଏ । [୩]
ଆଧାର
ସମ୍ପାଦନା- ↑ "Methemoglobinemia: MedlinePlus Medical Encyclopedia". medlineplus.gov (in ଇଂରାଜୀ). Archived from the original on 8 June 2019. Retrieved 8 June 2019.
- ↑ ୨.୦ ୨.୧ "NCI Dictionary of Cancer Terms". National Cancer Institute (in ଇଂରାଜୀ). 2 February 2011. Archived from the original on 21 December 2019. Retrieved 21 December 2019.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Ludlow, JT; Wilkerson, RG; Nappe, TM (January 2019). "Methemoglobinemia". PMID 30726002.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ "NCI Dictionary of Cancer Terms". National Cancer Institute (in ଇଂରାଜୀ). 2 February 2011. Archived from the original on 21 December 2019. Retrieved 21 December 2019.
- ↑ ୫.୦ ୫.୧ ୫.୨ Ludlow, JT; Wilkerson, RG; Nappe, TM (January 2019). "Methemoglobinemia". PMID 30726002.
{{cite journal}}
: Cite journal requires|journal=
(help)