ମୂଷାପାଲି
ମୂଷାପାଲି, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ମୂଷାପାଲି | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଳାହାଣ୍ଡି ଜିଲ୍ଲା |
ପଞ୍ଚାୟତ ସମିତି | କୋକସରା |
ଗ୍ରାମ ପଞ୍ଚାୟତ | ମୂଷାପାଲି |
ତହସିଲ | କୋକସରା |
Time zone | IST (+୫.୩୦) |
ଡାକ କୋଡ଼ | ୭୬୬୦୧୭[୧] |
Area code | ୦୬୬୭୨ |
ଯାନବାହାନ ପଞ୍ଚୀକରଣ | OD-08 |
ଗମନାଗମନ
ସମ୍ପାଦନାଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣାଠାରୁ ୫୬ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
ସମ୍ପାଦନାଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।
ସଂସ୍କୃତି
ସମ୍ପାଦନାଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |