ମୁଖାଗ୍ନି

୨୦୨୩ ଓଡ଼ିଆ କଥାଚିତ୍ର

ମୁଖାଗ୍ନି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ହ୍ୱାଇଟ୍ କାନଭାସ ପ୍ରଡ଼କ୍ସନଦ୍ୱାରା ଏହି କଥାଚିତ୍ରଟି ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ସୁବାସିନୀ ମହାନ୍ତି ଓ ଇତିଶ୍ରୀ ସମାପିକା ସାମଲ । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱରଞ୍ଜନ ମହାନ୍ତି ।[୧]

ମୁଖାଗ୍ନି
ନିର୍ଦ୍ଦେଶକବିଶ୍ୱରଞ୍ଜନ ମହାନ୍ତି
ସଂଳାପପ୍ରିୟବ୍ରତ ପଣ୍ଡା
ଚିତ୍ରନାଟ୍ୟପ୍ରିୟବ୍ରତ ପଣ୍ଡା
କାହାଣୀସୁବାସିନୀ ମହାନ୍ତି
ଇତିଶ୍ରୀ ସମାପିକା ସାମଲ
କଳାକାରମନୋଜ ପଣ୍ଡା
ପ୍ରିୟଙ୍କା ମହାପାତ୍ର
ଦୁଷ୍ମନ୍ତ ପଣ୍ଡା
କ୍ରିଷ୍ଣା କର
ଶ୍ୱେତା ଆଚାର୍ଯ୍ୟ
ସଙ୍ଗୀତରଞ୍ଜନ
ଚିତ୍ରଗ୍ରହଣଦିଲ୍ଲୀପ କୁମାର ରାଉତ
Production
company
ହ୍ୱାଇଟ୍ କାନଭାସ ପ୍ରଡ଼କ୍ସନ
ମୁକ୍ତିଲାଭ ତାରିଖ
୨୭ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ମନୋଜ ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, କ୍ରିଷ୍ଣା କର, ଶ୍ୱେତା ଆଚାର୍ଯ୍ୟ, ଶୁଭମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସ୍ୱତନ୍ତ୍ର ଭାବରେ ମୁକ୍ତିଲାଭ କରାଯାଇଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ରଞ୍ଜନ । ଗୀତିକାର ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ମୁଖାଗ୍ନି". ସମ୍ବାଦ (in ଓଡ଼ିଆ). No. ଭୁବନେଶ୍ୱର. 29 August 2022. p. 2. Archived from the original on 21 August 2023. Retrieved 21 August 2023.{{cite news}}: CS1 maint: unrecognized language (link)
  2. "ପାରିବାରିକ ଓଡ଼ିଆ ଛବି 'ମୁଖାଗ୍ନି'". ନିର୍ଭୟ. 3 September 2022. p. 10. Archived from the original on 21 August 2023. Retrieved 21 August 2023.

ବାହାର ଆଧାର ସମ୍ପାଦନା