ମିଲ୍ରିନୋନ
ମିଲ୍ରିନୋନ, ଏକ ବେପାର ନାମ ପ୍ରିମାକୋର, ଏକ ଔଷଧ ଯାହା ହୃଦ୍ପାତର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟ କୌଣଷି ଔଷଧ କାମ ନ କଲେ ଏହା ସ୍ୱଳ୍ପ ମିଆଦି ଭାବରେ ବ୍ୟବହୃତ ହୋଇପାରେ ।[୧] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧]
Clinical data | |
---|---|
AHFS/Drugs.com | monograph |
MedlinePlus | a601020 |
Pregnancy category |
|
Routes of administration | IV only |
Legal status | |
Legal status |
|
Pharmacokinetic data | |
Bioavailability | 100% (as IV bolus, infusion) |
Protein binding | 70 to 80% |
Metabolism | Liver (12%) |
Elimination half-life | 2.3 hours (mean, in CHF) |
Excretion | Urine (85% as unchanged drug) within 24 hours |
Identifiers | |
| |
ECHA InfoCard | 100.071.709 |
Chemical and physical data | |
Formula | C12H9N3O |
Molar mass | ୨୧୧.୨୨ g·mol−1 |
3D model (JSmol) | |
Density | 1.344 g/cm3 |
Melting point | 315 °C (599 °F) |
| |
| |
(verify) |
ବୃଦ୍ଦିସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭେଣ୍ଟ୍ରିକୁଲାର ଆରିଥମିଆ, ନିମ୍ନ ରକ୍ତଚାପ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ରରେ କମ୍ ପୋଟାସିୟମ ସ୍ତର ହୋଇପାରେ ଏବଂ ଦୀର୍ଘକାଳ ବ୍ୟବହାର କଲେ ମୃତ୍ୟୁ ହୋଇପାରେ ।[୧] ଏହା ଏକ ଫସଫୋଡାଇଇଷ୍ଟେରେଜ ୩ ଇନହିବିଟର ଯାହା ହୃତ୍ପିଣ୍ଡର ସଙ୍କୋଚନକୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ଏବଂ ରକ୍ତନଳୀମାନଙ୍କର ପ୍ରତିରୋଧକୁ ହ୍ରାସ କରିଥାଏ ।[୨]
୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମିଲ୍ରିନୋନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୧୦ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୫ଡଲାର ଅଟେ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Milrinone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 18 November 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 210. ISBN 978-0857114105.
- ↑ "Milrinone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 18 November 2021.