ମିଛେଇ ଝିଅ
୨୦୨୩ ଓଡ଼ିଆ କଥାଚିତ୍ର
ମିଛେଇ ଝିଅ ୨୦୨୩ ମସିହାରେ ଦୂରଦର୍ଶନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଚିକାନ୍ତ ଜେନା । ଦେବୀଦତ୍ତ ମହାନ୍ତି ଓ ବି ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଜିତେନ୍ଦ୍ର ବରାଳ । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ମିଛେଇ ଝିଅ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସଚିକାନ୍ତ ଜେନା |
ସଂଳାପ | ଜିତେନ୍ଦ୍ର ବରାଳ |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି ବି ଚନ୍ଦନ କୁମାର |
କାହାଣୀ | ଦେବୀଦତ୍ତ ମହାନ୍ତି ବି ଚନ୍ଦନ କୁମାର |
କଳାକାର | ଜୟଜିତ ଦାସ ତମନ୍ନା ବ୍ୟାସ ମମତା ନନ୍ଦ ରାକ୍ଷୀ ଦାଶ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସୌମ୍ୟ |
ସମ୍ପାଦକ | ରାଜେଶ ଦାଶ |
Production company | |
ମୁକ୍ତିଲାଭ ତାରିଖ | ୧ ଅକ୍ଟୋବର ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜୟଜିତ ଦାସ ଓ ତମନ୍ନା ବ୍ୟାସ । ମମତା ନନ୍ଦ, ରାକ୍ଷୀ ଦାଶ, ଅଞ୍ଜନା ଦାସ, ରାଜେଶ ପଣ୍ଡା, ଡିସ୍କୋ ରେଡ୍ଡି, ସୁକେଶ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
ସମ୍ପାଦନା- ଜୟଜିତ ଦାସ
- ତମନ୍ନା ବ୍ୟାସ
- ମମତା ନନ୍ଦ
- ରାକ୍ଷୀ ଦାଶ
- ଅଞ୍ଜନା ଦାସ
- ରାଜେଶ ପଣ୍ଡା
- ଡିସ୍କୋ ରେଡ୍ଡି
- ସୁକେଶ ପଣ୍ଡା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ, ଉମାକାନ୍ତ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମିଛେଇ ଝିଅ" | ନିର୍ମଳ ନାୟକ | ସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର | ୦୪:୦୬ |
2. | "ଏଇଠୁ ବୋଧେ ଆରମ୍ଭ ହେଲା" | ନିର୍ମଳ ନାୟକ | ତାରିକ୍ ଅଜିଜ୍, ଅମ୍ରିତା ନାୟକ | ୦୪:୫୦ |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମିଛେଇ ଝିଅ