ମା (୨୦୧୮ ଓଡ଼ିଆ କଥାଚିତ୍ର)

୨୦୧୮ର ଓଡ଼ିଆ କଥାଚିତ୍ର

ମା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ବସ୍ତିଆ । ସୀମାଞ୍ଚଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏଥିସ‌ହିତ ସେ ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମା
ନିର୍ଦ୍ଦେଶକସୀମାଞ୍ଚଳ ନାୟକ
ପ୍ରଯୋଜକସନ୍ତୋଷ କୁମାର ବସ୍ତିଆ
ଚିତ୍ରନାଟ୍ୟସୀମାଞ୍ଚଳ ନାୟକ
କାହାଣୀସୀମାଞ୍ଚଳ ନାୟକ
କଳାକାରସୁରଜ ତ୍ରିପାଠୀ
ସ୍ୱାତୀ
ମନୋଜ ମିଶ୍ର
ବ୍ରଜ ସିଂହ
ସରୋଜ ଦାସ
ସଙ୍ଗୀତସୀମାଞ୍ଚଳ ନାୟକ
ଚିତ୍ରଗ୍ରହଣଅକ୍ଷୟ କୁମାର ନାୟକ
ସମ୍ପାଦକସରୋଜ ବାରିକ
ମୁକ୍ତିଲାଭ ତାରିଖ
୧୫ ଅକ୍ଟୋବର ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁରଜ ତ୍ରିପାଠୀ ଓ ସ୍ୱାତୀ । ମନୋଜ ମିଶ୍ର, ବ୍ରଜ ସିଂହ, ସରୋଜ ଦାସ, ଅଙ୍କୁଶ, ନିକି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୀମାଞ୍ଚଳ ନାୟକ । ଗୀତିକାର ରୁଦ୍ର ପ୍ରତାପ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Sahoo, Lalit. "Maa". Odia Movie Database. odiamoviedb. Retrieved 27 October 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ମା