ମାଲାପ୍ପୁରମ୍
ମାଲାପ୍ପୁରମ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା କେରଳର ମଲପ୍ପୁରମ୍ ଜିଲ୍ଲାରେ ଅବସ୍ଥିତ ।
Malappuram
മലപ്പുറം | |
---|---|
City | |
Nickname(s): Educity, Soccer city | |
Country | India |
State | Kerala |
District | Malappuram District |
Government | |
• Type | Municipal Council |
• Body | Malappuram Municipality |
• Chairman | Muhammad Musthafa |
• Deputy Chairperson | K.M Girija |
Area | |
• City | 33.61 km2 (12.98 sq mi) |
Population (2011) | |
• City | ୧,୦୧,୩୩୦ |
• Density | 3,000/km2 (7,800/sq mi) |
• Metro | ୧୬,୯୮,୬୪୫ |
Languages | |
• Official | Malayalam, English |
Time zone | UTC+5:30 (IST) |
PIN | 676XXX |
Telephone code | 0483 |
ଯାନବାହାନ ପଞ୍ଚୀକରଣ | KL-10 |
Literacy | 96.47% |
Climate | Am/Aw (Köppen) |
Precipitation | 3,100 millimetres (120 in) |
Avg. summer temperature | 35 °C (95 °F) |
Avg. winter temperature | 20 °C (68 °F) |
Website | www |
ଭୌଗଳିକ ଅବସ୍ଥିତି
ସମ୍ପାଦନାମାଲାପ୍ପୁରମ୍ ୧୧.୦୪୦୨ ଉତ୍ତର ଅକ୍ଷାଂଶ ଓ ୭୬.୦୮୨୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୮ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଲାପ୍ପୁରମ୍ ସହରର ମୋଟ ଜନସଂଖ୍ୟା ୫୮୪୯୦ ଅଟେ ।[୨] ସେଥି ମଧ୍ୟରୁ ୪୮.୯୮% ଜଣ ପରୁଷ ହୋଇଥିବା ବେଳେ ୫୧.୦୨% ଜଣ ନାରୀ ଅଟନ୍ତି । ମାଲାପ୍ପୁରମ୍ର ସାକ୍ଷରତା ହାର ୮୦.୧୩% ଅଟେ । ଏହା ଜାତୀୟ ହାରଠାରୁ -୧୫.୨୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୯୫% ପ୍ରତିଶତ ପୁରୁଷ ଓ ୪୦.୧୮% ନାରୀ ଅଟନ୍ତି । ୧୫.୨୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାମାଲୟଲାମ ମାଲାପ୍ପୁରମ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.