ମାନସ ରଞ୍ଜନ ଜେନା

ଭାରତୀୟ ଓଡ଼ିଆ ଚିତ୍ରଶିଳ୍ପୀ

ମାନସ ରଞ୍ଜନ ଜେନା ଓଡ଼ିଶାରେ ଜନ୍ମିତ ଜଣେ ଚିତ୍ରକାର ।[୧] ସେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଥିଲେ[୨] ଓ ଅଧୁନା ସେଠାକାର ସମ୍ପାଦକ । ସେ ୨୦୧୩ ମସିହାରେ ତାଙ୍କ "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ ।[୩]

ମାନସ ରଞ୍ଜନ ଜେନା‌
ଜନ୍ମ୧୯୬୮ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ବୃତ୍ତିଚିତ୍ରକର Edit this on Wikidata
ନିଯୁକ୍ତିଦାତା

ପ୍ରଦର୍ଶନୀ ସମ୍ପାଦନା

ମାନସ ରଞ୍ଜନ ଜେନାଙ୍କ କଳାକୃତି ଭୁବନେଶ୍ୱରରେ "ଟୁଗେଦର ୨" ପ୍ରଦର୍ଶନୀରେ[୪] ଏବଂ ଜୟପୁର, ଲାକ୍ଷାଦୀପରେ ଏକ ଆନ୍ତର୍ଜାତୀୟ କ୍ୟାମ୍ପ ଓ ସମ୍ମିଳନୀ ଆଦିରେ ପ୍ରଦର୍ଶିତ ହୋଇଛି ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

୨୦୧୩ ମସିହାରେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ) ସ୍ତରୀୟ କାର୍ଯ୍ୟକ୍ରମ "ଶ୍ରଦ୍ଧାଞ୍ଜଳି"ରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା । ୨୦୧୩ରେ ସେ ଏକ ପୁରୁଷ ପ୍ରଧାନ ସମାଜରେ ନାରୀକୈନ୍ଦ୍ରିକ ସାମାଜିକ ଓ ମାନସିକ ପ୍ରତିବନ୍ଧକକୁ ନେଇ କରିଥିବା "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ ।[୩]

ଆଧାର ସମ୍ପାଦନା

  1. Network, Post News (2018-11-10). "Odia artist chosen for Int'l camp - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2024-02-12.
  2. "Strokes of genius on steel city canvas - Around100 students take part in daylong workshop". www.telegraphindia.com (in ଇଂରାଜୀ). Retrieved 2024-02-15.
  3. ୩.୦ ୩.୧ "Awards – Artists Association of Orissa" (in ଆମେରିକୀୟ ଇଂରାଜୀ). 2022-10-07. Retrieved 2024-02-15.
  4. archive, From our online (2012-05-16). "Bringing in fresh touches together". The New Indian Express (in ଇଂରାଜୀ). Retrieved 2024-02-15.