ମାନସ ରଞ୍ଜନ ଜେନା
ଭାରତୀୟ ଓଡ଼ିଆ ଚିତ୍ରଶିଳ୍ପୀ
ମାନସ ରଞ୍ଜନ ଜେନା ଓଡ଼ିଶାରେ ଜନ୍ମିତ ଜଣେ ଚିତ୍ରକାର ।[୧] ସେ ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଥିଲେ[୨] ଓ ଅଧୁନା ସେଠାକାର ସମ୍ପାଦକ । ସେ ୨୦୧୩ ମସିହାରେ ତାଙ୍କ "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ ।[୩]
ମାନସ ରଞ୍ଜନ ଜେନା | |
---|---|
ଜନ୍ମ | ୧୯୬୮ (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ବୃତ୍ତି | ଚିତ୍ରକର |
ନିଯୁକ୍ତିଦାତା |
ପ୍ରଦର୍ଶନୀ
ସମ୍ପାଦନାମାନସ ରଞ୍ଜନ ଜେନାଙ୍କ କଳାକୃତି ଭୁବନେଶ୍ୱରରେ "ଟୁଗେଦର ୨" ପ୍ରଦର୍ଶନୀରେ[୪] ଏବଂ ଜୟପୁର, ଲାକ୍ଷାଦୀପରେ ଏକ ଆନ୍ତର୍ଜାତୀୟ କ୍ୟାମ୍ପ ଓ ସମ୍ମିଳନୀ ଆଦିରେ ପ୍ରଦର୍ଶିତ ହୋଇଛି ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା୨୦୧୩ ମସିହାରେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ) ସ୍ତରୀୟ କାର୍ଯ୍ୟକ୍ରମ "ଶ୍ରଦ୍ଧାଞ୍ଜଳି"ରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା । ୨୦୧୩ରେ ସେ ଏକ ପୁରୁଷ ପ୍ରଧାନ ସମାଜରେ ନାରୀକୈନ୍ଦ୍ରିକ ସାମାଜିକ ଓ ମାନସିକ ପ୍ରତିବନ୍ଧକକୁ ନେଇ କରିଥିବା "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ ।[୩]
ଆଧାର
ସମ୍ପାଦନା- ↑ Network, Post News (2018-11-10). "Odia artist chosen for Int'l camp - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2024-02-12.
- ↑ "Strokes of genius on steel city canvas - Around100 students take part in daylong workshop". www.telegraphindia.com (in ଇଂରାଜୀ). Retrieved 2024-02-15.
- ↑ ୩.୦ ୩.୧ "Awards – Artists Association of Orissa" (in ଆମେରିକୀୟ ଇଂରାଜୀ). 2022-10-07. Retrieved 2024-02-15.
- ↑ archive, From our online (2012-05-16). "Bringing in fresh touches together". The New Indian Express (in ଇଂରାଜୀ). Retrieved 2024-02-15.