ମାଣିକ ଯୋଡ଼ି

୧୯୬୩ର ଓଡ଼ିଆ କଥାଚିତ୍ର

ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମାଣିକ ଯୋଡ଼ି ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା ।

ମାଣିକ ଯୋଡ଼ି
ନିର୍ଦ୍ଦେଶକପ୍ରଭାତ ମୁଖାର୍ଜୀ
ପ୍ରଯୋଜକଧୀର ବିଶ୍ୱାଳ[୧]
କାହାଣୀଭଞ୍ଜ କିଶୋର ପଟ୍ଟନାୟକ
କଳାକାରଅକ୍ଷୟ ମହାନ୍ତି (କାଶ୍ୟପ), ଉର୍ବଶୀ ଜୋଶୀ, ସୁଖଲତା ମହାନ୍ତି, ସାମୁଏଲ ସାହୁ (ବାବି)
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯୬୩
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ମାଣିକ ଯୋଡ଼ି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ପରଦା ପଛରେସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 20 June 2017.
  2. "Pramod Panigrahi passes away". OdishaSunTimes.com. Retrieved 7 January 2016.

ବାହାର ଆଧାରସମ୍ପାଦନ କରନ୍ତୁ