ମାଣିକ ଯୋଡ଼ି
୧୯୬୩ର ଓଡ଼ିଆ କଥାଚିତ୍ର
(ମାଣିକ ଜୋଡ଼ିରୁ ଲେଉଟି ଆସିଛି)
ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମାଣିକ ଯୋଡ଼ି ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା ।
ମାଣିକ ଯୋଡ଼ି | |
---|---|
ନିର୍ଦ୍ଦେଶକ | ପ୍ରଭାତ ମୁଖାର୍ଜୀ |
ପ୍ରଯୋଜକ | ଧୀର ବିଶ୍ୱାଳ[୧] |
କାହାଣୀ | ଭଞ୍ଜ କିଶୋର ପଟ୍ଟନାୟକ |
କଳାକାର | ଅକ୍ଷୟ ମହାନ୍ତି (କାଶ୍ୟପ), ଉର୍ବଶୀ ଜୋଶୀ, ସୁଖଲତା ମହାନ୍ତି, ସାମୁଏଲ ସାହୁ (ବାବି) |
ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୬୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ମାଣିକ ଯୋଡ଼ି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ପରଦା ପଛରେ
ସମ୍ପାଦନା- ଗୀତିକାର: ପ୍ରମୋଦ ପାଣିଗ୍ରାହୀ[୨]
- ସଙ୍ଗୀତ: ବାଳକୃଷ୍ଣ ଦାସ
ଆଧାର
ସମ୍ପାଦନା- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
- ↑ "Pramod Panigrahi passes away". OdishaSunTimes.com. Retrieved 7 January 2016.