ମାଛକାନ୍ଦଣା ଜଳପ୍ରପାତ

ଓଡ଼ିଶାର ଏକ ଜଳପ୍ରପାତ

ମାଛକାନ୍ଦଣା ଜଳପ୍ରପାତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରାକୃତିକ ଜଳପ୍ରପାତ ଏବଂ ପର୍ଯ୍ୟଟନ ସ୍ଥାନ ।[୧] ଏହି ତିନିଗୋଟି ଝରଣାର ସମ୍ମିଶ୍ରଣରେ ଏହି ଜଳପ୍ରପାତଟି ସୃଷ୍ଟି ହୋଇଛି, ଯାହାକି ଶିମିଳିପାଳ ଜାତୀୟ ଉଦ୍ୟାନରେ ଅବସ୍ଥିତି ।[୨][୩]

ମାଛକାନ୍ଦଣା ଜଳପ୍ରପାତ
ଅବସ୍ଥାନମୟୂରଭଞ୍ଜ ଜିଲ୍ଲା, ଓଡ଼ିଶା, ଭାରତ
ଉଚ୍ଚତା250 feet (76 m)
ଖାଲମାନଙ୍କ ସଂଖ୍ୟା

ଅବସ୍ଥିତି ସମ୍ପାଦନା

ଏହି ଜଳପ୍ରପାତଟି ଜିଲ୍ଲା ସଦରମହକୁମା ବାରିପଦାଠାରୁ ୩୦ କି.ମି. ଦୂରରେ ଅବସ୍ଥିତ । ଜଳପ୍ରପାତ ନିକଟକୁ ଯିବାକୁ ପ୍ରଥମେ ଲୁଲୁଙ୍ଗ ପର୍ଯ୍ୟନ୍ତ ଯାନବାହନ ଯିବାଆସିବା ପାଇଁ ରାସ୍ତା ଅଛି ଏବଂ ସେଠାରେ ଥିବା ଓଟିଡିସି ବଙ୍ଗଳାଠାରୁ ପାହାଡ଼ ଉପରେ ୮ କିଲୋମିଟର ଚାଲିଚାଲି ଯିବାକୁ ପଡ଼ିଥାଏ ।[୨] ଏହି ଜଳପ୍ରପାତଟି ଉଦଳାଠାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ।[୪]

ବର୍ଣ୍ଣନ ସମ୍ପାଦନା

ଏହି ଜଳପ୍ରପାତର ଉଚ୍ଚତା ପ୍ରାୟ ୨ଶହ ୫୦ରୁ ୩ଶହ ଫୁଟ ହେବ । ପାଣି ପଡ଼ୁଥିବା ସ୍ଥାନରେ ସ୍ୱତନ୍ତ୍ର ଭାବେ ଏକ ଜଳକୁଣ୍ଡ ରହିଛି । ପୂର୍ବରୁ ମାଛମାନେ ଏହି ଜଳପ୍ରପାତର ନିମ୍ନସ୍ଥାନକୁ ଆସିପାରୁ ନ ଥିବାରୁ ଗୁମୁରି ଗୁମରି କାନ୍ଦୁଥିବା ଲୋକକଥା ରହିଛି, ତେଣୁ ଏହା ଲୋକମୁଖରେ ମାଛକାନ୍ଦଣା ନାମରେ ପରିଚିତ ।[୫]

ଆଧାର ସମ୍ପାଦନା

  1. ପାଣି, ମାନସ (29 December 2020). "ପର୍ଯ୍ୟଟକଙ୍କ ମନମେ।ହୁଛି ମାଛକାନ୍ଦଣା ଜଳପ୍ରପାତ". ଓଟିଭି ଖବର (in Odia). ଉଦଳା. Archived from the original on 11 December 2022. Retrieved 11 December 2022.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ଦାସ, ସବ୍ୟସାଚୀ (3 November 2011). "ମାଛ କାନ୍ଦଣା ଜଳପ୍ରପାତ". ଧରିତ୍ରୀ. p. ୩. Archived from the original on 13 May 2021. Retrieved 13 May 2021.
  3. "Machhakandana waterfall a tourist's paradise". Odisha News, Odisha Latest news, Odisha Daily - OrissaPOST (in English). Udala. 12 December 2015. Archived from the original on 11 December 2022. Retrieved 11 December 2022.{{cite news}}: CS1 maint: unrecognized language (link)
  4. "ମାଛକାନ୍ଦଣା ଝରକୁ କେବେ ଯାଇଛନ୍ତି?". ଓଡ଼ିଶା ଲାଇଭ୍. 14 June 2017. Archived from the original on 11 December 2022. Retrieved 11 December 2022.
  5. "ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ". ଧରିତ୍ରୀ. କପ୍ତିପଦା. 30 December 2019. Archived from the original on 11 December 2022. Retrieved 11 December 2022.