ମାଙ୍ଗ୍ରୋଲ୍

ଗୁଜରାଟ ର ଏକ ନଗର

ମାଙ୍ଗ୍ରୋଲ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ଜୁନଗଧ୍ ଜିଲ୍ଲାରେ ଅବସ୍ଥିତ ।

Mangrol
city
ଦେଶ India
ରାଜ୍ୟGujarat
ଜିଲ୍ଲାJunagadh
Elevation
18 m (59 ft)
Population
 (2001)
 • Total୫୫,୦୯୪
ଭାଷା
 • ସରକାରୀGujarati, Hindi, English
Time zoneUTC+5:30 (IST)
PIN

ଭୌଗଳିକ ଅବସ୍ଥିତି

ସମ୍ପାଦନା

ମାଙ୍ଗ୍ରୋଲ୍ ୨୧.୧୨୨୭ ଉତ୍ତର ଅକ୍ଷାଂଶ ଓ ୭୦.୧୧୪୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୫ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଙ୍ଗ୍ରୋଲ୍ ସହରର ମୋଟ ଜନସଂଖ୍ୟା ୫୫୦୯୪ ଅଟେ ।[] ସେଥି ମଧ୍ୟରୁ ୫୧.୧୧% ଜଣ ପରୁଷ ହୋଇଥିବା ବେଳେ ୪୮.୮୯% ଜଣ ନାରୀ ଅଟନ୍ତି । ମାଙ୍ଗ୍ରୋଲ୍ର ସାକ୍ଷରତା ହାର ୫୮.୩୮% ଅଟେ । ଏହା ଜାତୀୟ ହାରଠାରୁ ୬.୪୬% ପ୍ରତିଶତ କମ ଅଟେ । ସେଥିରୁ ୩୫.୧୨% ପ୍ରତିଶତ ପୁରୁଷ ଓ ୨୩.୨୬% ନାରୀ ଅଟନ୍ତି । ୧୬.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ଗୁଜରାଟୀ ମାଙ୍ଗ୍ରୋଲ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା