ମାଙ୍ଗୋ( ଜାମସେଦପୁର )

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mango
माँगो
Country India
StateJharkhand
DistrictPurbi Singhbhum
Population
 (2011)
 • Total୩,୧୬,୮୭୪
Languages
Time zoneUTC+5:30 (IST)
PIN
831012, 831018, 832110
ଯାନବାହାନ ପଞ୍ଚୀକରଣJH

ମାଙ୍ଗୋ ଭାରତୀୟ ରାଜ୍ୟ ଝାରଖଣ୍ଡର ଜାମସେଦପୁର ସହରର ସହରତଳିରେ ଥିବା ଏକ ସହରାଞ୍ଚଳ । ଏହା ସୁବର୍ଣ୍ଣ ରେଖା ନଦୀର ଅନ୍ୟ ପାଟରେ ରହିଛି । ଏହା ଏକ କ୍ରମବର୍ଦ୍ଧିସ୍ତୁ ଅଞ୍ଚଳ ଓ ଏଠାରେ ବାସଗୃହ ସଂଖ୍ୟା  ବହୁ ପରିମାଣରେ ବଢ଼ି ଚାଲିଛି । 

ବୃହତ ସହରର ବ୍ୟାଖ୍ୟା ଅନୁସାରେ ଜନସଂଖ୍ୟା ରହିବାରୁ ଏହାକୁ ଏକ ସ୍ୱତନ୍ତ୍ର ମହାନଗର କୁହାଯାଇପାରେ । ଏହାର ପ୍ରଶାସନ ଏକ ବିଜ୍ଞପ୍ତି ଅଞ୍ଚଳ ଭାବରେ ରହିଛି । 


ଏଠାରେ ମେଡିକାଲ ସୁବିଧା ପର୍ଯ୍ୟାପ୍ତ ଭାବରେ ରହିଛି ଓ ଦୁଇଟି ବେସରକାରୀ ଇଂଜିନିଯରିଂ କଲେଜ ମଧ୍ୟ ରହିଛି । 

Demographics ସମ୍ପାଦନା

ଏଠାରେ 2011 ମସିହା ଜନଗଣନା ଅନୁସାରେ ଲୋକସଂଖ୍ୟା 316,874ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 %ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏଠାରେ ସାକ୍ଷ୍ୟରତା ହାର 86.62% ରହିଥିଲା , ଯାହା ଜାତୀୟ ହାରଠାରୁ ଅଧିକ । ଏଠାରେ ପୁରୁଷ ସାକ୍ଷ୍ୟରତା ହାର 91.56% ଥିବା ବେଳେ ମହିଳା ସାକ୍ଷ୍ୟରତା ହାର 81.29% ଥିଲା । 6 ବର୍ଷରୁ କମ ସଂଖ୍ୟା 12% ଥିଲା ।  [୧]

ଯାତାୟତ  ସମ୍ପାଦନା

ଏଠାରୁ ଜାମସେଦପୁରକୁ ବସ ସେବା ବହୁଳ ଭାବରେ ରହିଛି ଓ ଟାଟାନଗର ଜଙ୍କସନ ଏହାର ନିକଟବର୍ତି ରେଳ ଷ୍ଟେସନ । 

References ସମ୍ପାଦନା

  1. "Population of Mango". Retrieved December 8, 2012.