[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Macherla
మాచెర్ల
ଫାଇଲ:Ethipothala.jpg
CountryIndia
StateAndhra Pradesh
DistrictGuntur
Area
 • ସମୁଦାୟ13.48 km2 (5.20 sq mi)
Elevation
136 m (446 ft)
Population
 (2011)[୨][୧]
 • Total୫୭,୨୯୦
 • Density4,300/km2 (11,000/sq mi)
Languages
 • OfficialTelugu
Time zoneUTC+5:30 (IST)
PIN
522426
Telephone code08642


ମାକେର୍ଲା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ମାକେର୍ଲା ୧୬.୪୮୩୩ ଉତ୍ତର ଅକ୍ଷାଂଶ ଓ ୭୯.୪୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାକେର୍ଲା ସହରର ମୋଟ ଜନସଂଖ୍ୟା ୪୯୧୧୩ ଅଟେ ।[୪] ସେଥି ମଧ୍ୟରୁ ୫୦.୩୮% ଜଣ ପରୁଷ ହୋଇଥିବା ବେଳେ ୪୯.୬୨% ଜଣ ନାରୀ ଅଟନ୍ତି । ମାକେର୍ଲାର ସାକ୍ଷରତା ହାର ୫୮.୫୨% ଅଟେ । ଏହା ଜାତୀୟ ହାରଠାରୁ ୬.୩୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୨୨% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୨.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା ସମ୍ପାଦନା

ତେଲୁଗୁ ମାକେର୍ଲାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "District Census Handbook - Guntur" (PDF). Census of India. p. 46. Retrieved 18 January 2015.
  2. "Census 2011". The Registrar General & Census Commissioner, India. Retrieved 25 July 2014. {{cite web}}: line feed character in |publisher= at position 5 (help)
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା