ମାଁ ତାରା ଚଣ୍ଡୀ ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

ମାଁ ତାରା ଚଣ୍ଡୀ ମନ୍ଦିର,  ଭାରତୀୟ ରାଜ୍ୟ ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ସାସାରାମରେ ଥିବା ଏକ ମାଁ ଶକ୍ତି ବା ମାଁ ଦୂର୍ଗାଙ୍କ ମନ୍ଦିର । ଏହା ଭାରତରେ ଥିବା ୫୨ଟି ଶକ୍ତି ପିଠ ମଧ୍ୟରୁ ଅନ୍ୟତମ । [୧][୨][୩]

ମା ତାରା ଚଣ୍ଡୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରୋହତାସ ଜିଲ୍ଲା
ଦେବାଦେବୀDurga maa Sati, Adi Parashakti, Shakti, Devi, Kali, Parvati, Tara
FestivalsNavratri, Maha Shivaratri
Governing bodyମା ତାରା ଚଣ୍ଡୀ ମନ୍ଦିର କମିଟି, ସାସାରାମ
Location
ସ୍ଥାନସାସାରାମ, ବିହାର, ଭାରତ
Stateବିହାର
Country India
ମାଁ ତାରା ଚଣ୍ଡୀ ମନ୍ଦିର is located in Bihar
ମାଁ ତାରା ଚଣ୍ଡୀ ମନ୍ଦିର
Shown within Bihar
ମାଁ ତାରା ଚଣ୍ଡୀ ମନ୍ଦିର is located in India
ମାଁ ତାରା ଚଣ୍ଡୀ ମନ୍ଦିର
ମାଁ ତାରା ଚଣ୍ଡୀ ମନ୍ଦିର (India)
ଭୌଗଳିକ ଅବସ୍ଥିତି24°57′N 84°02′E / 24.95°N 84.03°E / 24.95; 84.03
Architecture
TypeCave Temple, Mountain Temple
CompletedDwapar Yuga
Specifications
Temple(s)1
Elevation110 m (361 ft)
Website
http://m.sasaramonline.in/city-guide/maa-tara-chandi-temple-in-sasaram

ଇତିହାସ  ସମ୍ପାଦନା

ମାଁ ତରା ଚଣ୍ଡୀ ଶକ୍ତି ପିଠ ସସାରମଠାରେ ଥିବା ଏକା ସର୍ବପୁରାତନ ତଥା ପବିତ୍ରତମ ପୀଠ । ଏହା ଭାରତୀୟ ପୁରାଣ ବର୍ଣିତ ୫୨ଟି ଶକ୍ତି ପିଠା ମଧ୍ୟରୁ ଅନ୍ୟତମ । ଏଠାରେ ସତୀଙ୍କ ଦକ୍ଷିଣ ନେତ୍ରର ପାଟଣା ହେଇଥିଲା ବୋଲି ପୁରାଣରେ ରହିଛି । 

ଏହା ରହିଥିବା କଇମୁର ପାହାଡରେ ଅନେକ ପ୍ରକୃତିକ ଆକର୍ଷଣ ରହିଛି । ସେଠାରେ ମଞଝର କୁଣ୍ଡ ଓ ଧୁଆ କୁଣ୍ଡ ନାମକ ୨ଟି ଜଳପ୍ରପାତ ରହିଛି ।  [୪]

ଶକ୍ତି ପୀଠ  ସମ୍ପାଦନା

ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶିବ  ତାଙ୍କ ଦେହାନ୍ତ ହେଇଥିବା ପତ୍ନୀ ସତୀଙ୍କୁ ଧରି ତାଣ୍ଡବ ନୃତ୍ୟ କରିଥିଲେ । ତାଙ୍କୁ ସେଥିରୁ ବିରାଟ ରହିବାକୁ କେହି ପ୍ରବରତେଇ ପରି ନଥିଲେ । ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ପଠେଇ ସତୀଙ୍କ ମୃତ ଶରୀରକୁ ୫୨ ଖଣ୍ଡ କରିଥିଲେ , ଯାହା ସାରା ଭାରତରେ ପଡିଥିଲା । ସେହି ଅଙ୍ଗ ପଡିଥିବା ସ୍ଥଳ ସବୁ ଶକ୍ତି ପୀଠ ଭାବରେ ରହିଛି ।[୫] 

ଅବସ୍ଥିତି  ସମ୍ପାଦନା

ମନ୍ଦିର ସସାରାମ ସହରଠାରୁ 5 କିଲୋମିଟର ଦକ୍ଷିଣରେ ରହିଛି । ଢାବଲ କୁଣ୍ଡ ଏହା ନିକଟରେ ଥିବା ଅନ୍ୟ ପର୍ଯ୍ୟଟକ ଆକର୍ଷଣ । [୬]

ଆଧାର  ସମ୍ପାଦନା

  1. http://ww.itimes.com/places/tara-chandi-temple
  2. "ଆର୍କାଇଭ୍ କପି". Archived from the original on 2017-05-10. Retrieved 2017-01-04. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2017-05-10. Retrieved 2017-01-04. {{cite web}}: Cite has empty unknown parameter: |1= (help)
  4. "Tara Chandi Temple Rohtas - Temples in Rohtas, Attractions in Rohtas bihar". hoparoundindia.com. Retrieved 24 September 2016.
  5. name="Fuller2004">Fuller, Christopher John (2004). The Camphor Flame: Popular Hinduism and Society in India. Princeton: Princeton University Press. p. 44. ISBN 978-0-691-12048-5.
  6. https://www.tripadvisor.in/Attraction_Review-g1985450-d3727489-Reviews-Maa_Tara_Chandi_Temple-Sasaram_Bihar.html