ମହାଲିଙ୍ଗପୁର

ଭାରତର ଏକ ଗାଆଁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mahalingpur
ಮಹಾಲಿಂಗಪುರ
Town
Nickname: 
Naragatti
ଦେଶ India
ରାଜ୍ୟKarnataka
ଜିଲ୍ଲାBagalkot Taluka. =Mahalingpur
Founded byGreat Lord Sant Sri Guru Mahalingeshwara Jagadgurugalu
Area
 • ସମୁଦାୟ27 km2 (10 sq mi)
 • Rank1
Population
 (2011)
 • Total୫୬,୮୬୫
 • Density2,100/km2 (5,500/sq mi)
ଭାଷା
 • ସରକାରୀKannada
Time zoneUTC+5:30 (IST)
PIN
587 312
ଯାନବାହାନ ପଞ୍ଚୀକରଣKA 48
Websitewww.mahalingapuratown.gov.in

ମହାଲିଙ୍ଗପୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ବଗଲ୍କୋତ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ମହାଲିଙ୍ଗପୁର ୧୬.୩୮୮୮ ଉତ୍ତର ଅକ୍ଷାଂଶ ଓ ୭୫.୧୦୮୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମହାଲିଙ୍ଗପୁର ସହରର ମୋଟ ଜନସଂଖ୍ୟା ୩୦୮୬୧ ଅଟେ ।[୨] ସେଥି ମଧ୍ୟରୁ ୫୦.୬୦% ଜଣ ପରୁଷ ହୋଇଥିବା ବେଳେ ୪୯.୪୦% ଜଣ ନାରୀ ଅଟନ୍ତି । ମହାଲିଙ୍ଗପୁରର ସାକ୍ଷରତା ହାର ୫୮.୦୪% ଅଟେ । ଏହା ଜାତୀୟ ହାରଠାରୁ ୬.୮୦% ପ୍ରତିଶତ କମ ଅଟେ । ସେଥିରୁ ୩୪.୨୦% ପ୍ରତିଶତ ପୁରୁଷ ଓ ୨୩.୮୪% ନାରୀ ଅଟନ୍ତି । ୧୪.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

କନ୍ନଡ ମହାଲିଙ୍ଗପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା