ମହାଲିଙ୍ଗପୁର
ଭାରତର ଏକ ଗାଆଁ
ମହାଲିଙ୍ଗପୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ବଗଲ୍କୋତ୍ ଜିଲ୍ଲାରେ ଅବସ୍ଥିତ ।
Mahalingpur
ಮಹಾಲಿಂಗಪುರ | |
---|---|
Town | |
Nickname: Naragatti | |
ଦେଶ | India |
ରାଜ୍ୟ | Karnataka |
ଜିଲ୍ଲା | Bagalkot Taluka. =Mahalingpur |
Founded by | Great Lord Sant Sri Guru Mahalingeshwara Jagadgurugalu |
Area | |
• ସମୁଦାୟ | 27 km2 (10 sq mi) |
• Rank | 1 |
Population (2011) | |
• Total | ୫୬,୮୬୫ |
• Density | 2,100/km2 (5,500/sq mi) |
ଭାଷା | |
• ସରକାରୀ | Kannada |
Time zone | UTC+5:30 (IST) |
PIN | 587 312 |
ଯାନବାହାନ ପଞ୍ଚୀକରଣ | KA 48 |
Website | www.mahalingapuratown.gov.in |
ଭୌଗଳିକ ଅବସ୍ଥିତି
ସମ୍ପାଦନାମହାଲିଙ୍ଗପୁର ୧୬.୩୮୮୮ ଉତ୍ତର ଅକ୍ଷାଂଶ ଓ ୭୫.୧୦୮୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମହାଲିଙ୍ଗପୁର ସହରର ମୋଟ ଜନସଂଖ୍ୟା ୩୦୮୬୧ ଅଟେ ।[୨] ସେଥି ମଧ୍ୟରୁ ୫୦.୬୦% ଜଣ ପରୁଷ ହୋଇଥିବା ବେଳେ ୪୯.୪୦% ଜଣ ନାରୀ ଅଟନ୍ତି । ମହାଲିଙ୍ଗପୁରର ସାକ୍ଷରତା ହାର ୫୮.୦୪% ଅଟେ । ଏହା ଜାତୀୟ ହାରଠାରୁ ୬.୮୦% ପ୍ରତିଶତ କମ ଅଟେ । ସେଥିରୁ ୩୪.୨୦% ପ୍ରତିଶତ ପୁରୁଷ ଓ ୨୩.୮୪% ନାରୀ ଅଟନ୍ତି । ୧୪.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାକନ୍ନଡ ମହାଲିଙ୍ଗପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.