ମର୍ଦ୍ଦକୋଟ
ମର୍ଦ୍ଦକୋଟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଗୁନିଅପଡା ବ୍ଲକ ଅନ୍ତର୍ଗତ ଏକ ଗ୍ରାମ । ଏହି ଗାଆଁଟି ଓଡ଼ିଶାର କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ମର୍ଦ୍ଦକୋଟ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ପଞ୍ଚାୟତ ସମିତି | ବେଗୁନିଆପଡା |
ଗ୍ରାମ ପଞ୍ଚାୟତ | ମର୍ଦ୍ଦକୋଟ |
ତହସିଲ | କୋଦଳା |
Population (୩୦୧୦) | |
• Total | ୨୦୦୧ |
Time zone | IST (+୫.୩୦) |
ଡାକ କୋଡ଼ | ୭୬୧୦୩୨[୧] |
Area code | +୦୬୮୧୦ |
ଯାନବାହାନ ପଞ୍ଚୀକରଣ | OD/୦୭ |
ଗମନାଗମନ
ସମ୍ପାଦନାଏହା ଜିଲ୍ଲାର ସଦର ମହକୁମା ଛତରପୁରଠାରୁ ମାତ୍ର ୪୮ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
ସମ୍ପାଦନାଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ହରିହର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଅଛି ।
ସଂସ୍କୃତି
ସମ୍ପାଦନାଏହି ଗାଆଁର ଆରମ୍ଭରେ ଏକ ଜଗନ୍ନାଥ ମନ୍ଦିର ଅଛି । ଏଠି ସହିତ ମା ବହୂତୀ ମନ୍ଦିର ଓ ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ । ଏଠାରେ ପ୍ରତିବର୍ଷ ମେରୁ ପର୍ବ / ସଙ୍କରାନ୍ତି ଅନୁଷ୍ଠିତ ହୋଇଥାଏ ।
ଆଧାର
ସମ୍ପାଦନାhttp://ganjam.nic.in/GanjamCensus.htm#beguniapada
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |