ମର୍କତ କେଶରୀ (ଭୀମରଥ ଦ୍ୱିତୀୟ ମହାଭାବଗୁପ୍ତ ନାମରେ ମଧ୍ୟ ଜଣା) ଉତ୍କଳର କେଶରୀ ବଂଶର ଜଣେ ମହାରାଜା ଥିଲେ । ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି ଯେ ସେ କଟକ ସହରକୁ ବନ୍ୟା ଦାଉରୁ ବଞ୍ଚାଇବା ନିମନ୍ତେ ୧୦୦୬ ଖ୍ରୀଷ୍ଟାବ୍ଦରେ କାଠଯୋଡ଼ି ପଥରବନ୍ଧ ନିର୍ମାଣ କରାଇଥିଲେ । [୧][୨][୩][୪] ସେ ୮ ବର୍ଷ ଧରି ଉତ୍କଳରେ ଶାସନ କରିଥିଲେ ।[୫]

ଜୀବନୀ ସମ୍ପାଦନ କରନ୍ତୁ

ପାରିବାରିକ ଜୀବନ ସମ୍ପାଦନ କରନ୍ତୁ

ମର୍କତ କେଶରୀ, ସୂର୍ଯ୍ୟ ବଂଶର ମହାରାଜା ନୃପ କେଶରୀଙ୍କ ପୁତ୍ର ଥିଲେ ।[୬]

ଆଧାର ସମ୍ପାଦନ କରନ୍ତୁ

  1. Bhoi, Bakshi, Debendra Nath, Priyadarshini. Historical Importance of Cuttak Town (PDF). Orissa Review.
  2. Kartik Chandra Rout (1 January 1988). Local Self-government in British Orissa, 1869-1935. Daya Publishing House. pp. 25–. ISBN 978-81-7035-046-0.
  3. Asiatick Researches, Or, Transactions of the Society Instituted in Bengal, for Inquiring Into the History and Antiquities, the Arts, Sciences, and Literature of Asia. Bengal Military Orphans Press. 1825. pp. 267–.
  4. Subodh Kapoor (1 January 2002). Encyclopaedia of Ancient Indian Geography. Cosmo Publications. pp. 120–. ISBN 978-81-7755-298-0.
  5. "Orissa: its geography, statistics, history, religion and antiquities". 953-96. Forgotten Books. 1846. Retrieved 8 July 2014.
  6. ପିଲାଙ୍କ ସମ୍ବାଦ, ପୃ-୩, ୧୭ ଡିସେମ୍ବର ୨୦୧୨