ମନ୍ମଥ-ମନୋଜ ସ୍ମାରକୀ

ମନ୍ମଥ-ମନୋଜ ସ୍ମାରକୀ, ସ୍ୱର୍ଗତ ମନ୍ମଥ ନାଥ ଦାସମନୋଜ ଦାସଙ୍କ ସ୍ମୃତି ସ୍ମାରକୀ । ଏହା ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଶଙ୍ଖାରି ଗ୍ରାମରେ ପ୍ରତିଷ୍ଠିତ ।[] ଏହି ସ୍ମାରକୀକୁ ୨୦୨୪ ମସିହା ଫେବୃଆରୀ ୨୮ ତାରିଖ ଦିନ ଲୋକାର୍ପଣ କରାଯାଇଥିଲା ।[]

ମନ୍ମଥ-ମନୋଜ ସ୍ମାରକୀ

ଏହି ସ୍ମାରକୀଟି ମନ୍ମଥ ଓ ମନୋଜଙ୍କ ନିଜ ପୈତୃକ ଘରେ ନିର୍ମାଣ କରାଯାଇଛି । ନିର୍ମାଣରେ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।[] ଏଥି ନିମନ୍ତେ ମନ୍ମଥ ଓ ମନୋଜଙ୍କ ପରିବାର ତରଫରୁ ୩.୫୫ ଏକର ଜମି ଦାନ ଦିଆଯାଇଥିଲା ।[] ଏହି ସ୍ମାରକୀରେ ମନୋଜ ଓ ମନ୍ମଥଙ୍କ ବିଭିନ୍ନ କୃତି, ସେମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଓ ପାଇଥିବା ସମ୍ମାନ ଆଦି ସଜା ହୋଇ ରହିଛି ।[]

  1. "Press Trust Of India". Press Trust Of India. Retrieved 22 November 2024.
  2. Bhadra, Tejashree (28 February 2024). "ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ". Dharitri Odia News. Retrieved 22 November 2024.
  3. "Memorial for Manmath, Manoj unveiled by CM". The New Indian Express. 29 February 2024. Retrieved 22 November 2024.
  4. "Odisha CM inaugurates memorial of writer, historian brothers in Balasore district". ThePrint. 28 February 2024. Retrieved 22 November 2024.
  5. Bureau, OB (28 February 2024). "CM Naveen Patnaik Inaugurates Manmath-Manoj Memorial & Projects Worth Rs 2200 Cr In Odisha's Balasore". odishabytes. Retrieved 22 November 2024.