ମଧୁସୂଦନ

ବହୁବିକଳ୍ପ ପୃଷ୍ଠା

ଆପଣ ଖୋଜୁଥିବା ପ୍ରସଙ୍ଗଟି ତଳଲିଖିତ ପ୍ରସଙ୍ଗମାନଙ୍କ ଭିତରୁ ଗୋଟିଏ ହେଇଥାଇ ପାରେ:

ବ୍ୟକ୍ତି:

  • ମଧୁସୂଦନ ଦାସ (୧୮୪୮- ୧୯୩୪), ମଧୁବାବୁ ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ।
  • ମଧୁସୂଦନ ରାଓ (୧୮୫୩- ୧୯୧୨), ଭକ୍ତକବି ଭାବେ ପରିଚିତ ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ।
  • ମଧୁସୂଦନ ପତି (୧୯୪୧-), ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଓ ଅଧ୍ୟାପକ ।