ମୁଖ୍ୟ ସୂଚୀ ଦେଖିବେ

ମଣ୍ଡି, ହିମାଚଳ ପ୍ରଦେଶ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅବସ୍ଥିତ ।

ମଣ୍ଡି
Mandi

मण्डी
ਮੰਡੀ
ସହର
ଅନ୍ୟନାମ: Choti Kashi, Varanasi Of Hills
ମଣ୍ଡି Mandi is located in Himachal Pradesh
ମଣ୍ଡି Mandi
ମଣ୍ଡି
Mandi
ଅବସ୍ଥିତି: 31°42′25″N 76°55′54″E / 31.70694°N 76.93167°E / 31.70694; 76.93167Coordinates: 31°42′25″N 76°55′54″E / 31.70694°N 76.93167°E / 31.70694; 76.93167
ଦେଶଭାରତ
ରାଜ୍ୟହିମାଚଳ ପ୍ରଦେଶ
ଜିଲ୍ଲାମଣ୍ଡି
ମୁନିସିପାଲିଟିମଣ୍ଡି
ସ୍ଥାପିତ୧୫୨୭
ସ୍ଥାପନକର୍ତ୍ତାAjbar Sen
ତାଲୁକାମଣ୍ଡି ସଦର
ସରକାର
 • ପରିଚାଳନାMunicipal Council of Mandi
 • Deputy CommissionerSh. Sandeep Kadam, IAS
 • Superintendent of policeSh. Abhishek Dular, IPS
କ୍ଷେତ୍ରଫଳ †</sup>
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା1 m (3,425 ft)
ଜନସଂଖ୍ୟା (2011)
 • ମୋଟ୧୯୨
 • ଘନତା5,446/km2 (Bad rounding here14,000/sq mi)
ଭାଷା
 • ସରକାରୀହିନ୍ଦୀ
 • Regionalମାଣ୍ଡେଲି
Ethnicity
 • Ethnic groupsMandyali
IST (UTC+୫:୩୦)
ପିନ କୋଡ଼175 001
ଟେଲିଫୋନ କୋଡ଼91-01905
ଗାଡ଼ି ପଞ୍ଜିକରଣHP-33
Nearest citySundernagar
Sex ratio1000/1013 / (2nd in HP)
Literacy83.5%
Lok Sabha constituencyMandi (Lok Sabha Constituency)
Planning agencyTown and Country Planning Department, Himachal Pradesh, India
Civic agencyMunicipal Council of Mandi
Present KingHH Raja Ashokpal Sen
ClimateCw <small>(Köppen)</small>
Precipitation୧,୩୮୦ millimetres (୫୪ in)
Avg. annual temperature୨୩ °C (୭୩ °F)
Avg. summer temperature୨୯ °C (୮୪ °F)
Avg. winter temperature୧୭ °C (୬୩ °F)
ୱେବସାଇଟhpmandi.gov.in
<sup>†

ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ

ମଣ୍ଡି, ୩୧.୭୧୦୮ ଉତ୍ତର ଅକ୍ଷାଂଶ ଓ ୭୬.୯୩୧୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମଣ୍ଡି ସହରର ମୋଟ ଜନସଂଖ୍ୟା ୨୬୮୫୮ ଅଟେ ।[୨] ସେଥି ମଧ୍ୟରୁ ୫୨.୯୯% ଜଣ ପରୁଷ ହୋଇଥିବା ବେଳେ ୪୭.୦୧% ଜଣ ନାରୀ ଅଟନ୍ତି । ମଣ୍ଡିର ସାକ୍ଷରତା ହାର ୮୪.୧୯% ଅଟେ । ଏହା ଜାତୀୟ ହାର ଠାରୁ ୧୯.୩୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୫.୪୯% ପ୍ରତିଶତ ପୁରୁଷ ଓ ୩୮.୭୦% ନାରୀ ଅଟନ୍ତି । ୯.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷାସମ୍ପାଦନ କରନ୍ତୁ

ହିନ୍ଦୀ, ମଣ୍ଡିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କସମ୍ପାଦନ କରନ୍ତୁ