ମଞ୍ଜୁଳା କୁଅଁର

ଭାରତୀୟ ଅଭିନେତ୍ରୀ

ମଞ୍ଜୁଳା କୁଅଁର ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କ କାମ ପାଇଁ ଜଣାଶୁଣା । ସେ ଦୁଇଟି କଥାଚିତ୍ରରେ ଅଭିନୟ କରିଛନ୍ତି; ଭଙ୍ଗା ସିଲଟ (୧୯୮୬) ଏବଂ ରାଜୁ ଆୱାରା (୨୦୧୨) । ଭଙ୍ଗା ସିଲଟରେ ଅଭିନୟ ପାଇଁ ସେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୧]

ମଞ୍ଜୁଳା କୁଅଁର
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ଅଭିନୀତ କଥାଚିତ୍ର ସମ୍ପାଦନା

ଆଧାର ସମ୍ପାଦନା

  1. "34th National Film Awards – 1987" (PDF). Directorate of Film Festivals. p. 29. Archived from the original (PDF) on 17 October 2014. Retrieved 5 July 2013.

ବାହାର ଆଧାର ସମ୍ପାଦନା