[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଭାପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଢ଼େଙ୍କାନାଳ
ପଞ୍ଚାୟତ ସମିତିଭାପୁର
ତହସିଲଢ଼େଙ୍କାନାଳ
ଗ୍ରାମ ପଞ୍ଚାୟତଭାପୁର
Population
 (୨୦୧୧)
 • Total୧୦୦୦୦+
Languages
 • Officialଓଡ଼ିଆ
Time zoneUTC+5:30 (IST)
ପିନ କୋଡ଼
୭୫୯୦୧୫
STD କୋଡ଼୦୬୭୬୨
ଯାନବାହାନ ପଞ୍ଚୀକରଣOD/OR- ୦୬

ଭାପୁର ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମ । ସଦର ମହକୁମାଠାରୁ ମାତ୍ର ୧୫ କିମି ଦୁରରେ ଅବସ୍ଥିତ ଏହି ଗାଁଟି ଦକ୍ଷିଣ ଢ଼େଙ୍କାନାଳର ପେଣ୍ଠସ୍ଥଳୀ ।[୧]

ଅବସ୍ଥିତି ସମ୍ପାଦନା

ପୁରୁଣା କଟକ-ସମ୍ବଲପୁର ଜାତୀୟ ରାଜପଥ କଡଡ଼ରେ ଅବସ୍ଥିତ । ଏହି ଗ୍ରାମ କଡଡ଼ଦେଇ ବହିଯାଇଛି ସାପୁଆ ନଦୀ । ଭାପୁର ବଜାରଠାରୁ ପଶ୍ଚିମରେ କଟକ ସହର, ପୁର୍ବରେ ଅନୁଗୋଳ, ଉତ୍ତରକୁ ଢ଼େଙ୍କାନାଳ, ଦକ୍ଷିଣରେ ବଡମ୍ବା ଅବସ୍ଥିତ ।

ପରିଚୟ ସମ୍ପାଦନା

ସମସ୍ତ ସୁବିଧା ସୁଯୋଗ ଥିବା ଏକ ଉନ୍ନତ ଗ୍ରାମ ଅଟେ । ଡାକ୍ତରଖାନା, ଡାକଘର, ବ୍ୟାଙ୍କ, ଅାଦି ସୁବିଧା ଥିବାରୁ ଆଖପାଖ ୩୦ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକେ ଭାପୁର ଉପରେ ନିର୍ଭରଶୀଳ ।

ଜନସଂଖ୍ୟା ସମ୍ପାଦନା

ଭାପୁର ଗ୍ରାମପଞ୍ଚାୟତରେ ୧୦୦୦୦ରୁ ଅଧିକ ଲୋକ ବସବାସ କରନ୍ତି ।

ଗ୍ରାମରେ ପାଳିତ ପର୍ବ ପର୍ବାଣି ସମ୍ପାଦନା

ଓଡ଼ିଆ ସମାଜର ସମସ୍ତ ପର୍ବ ପର୍ବାଣି ମୁତାବକ ଭାପୁରରେ ସମସ୍ତ ପର୍ବ ପର୍ବାଣି ପଳନ କରାଯାଏ ତା ସତ୍ତ୍ୱେବି ମାଣ ବସା ଗୁରୁବାର ଏବଂ ଚଇତ୍ର ପୁର୍ଣିମାକୁ ମହା ଅାଡମ୍ବରରେ ପାଳନ କରନ୍ତି ଗ୍ରାମବାଷୀ .

ଆଧାର ସମ୍ପାଦନା

  1. http://www.indiamapia.com/Dhenkanal/Bhapur.html