ଭାଇନ୍ସା
ଭାରତର ଏକ ଗାଆଁ
ଭାଇନ୍ସା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ ।
Bhainsa بهينسى
భైంసా भैंसा महिषा | |
---|---|
ଦେଶ | India |
ରାଜ୍ୟ | Telangana |
ଜିଲ୍ଲା | Adilabad |
Government | |
• Type | Municipality |
• Member of Parliament | Godam Nagesh |
• Member Of the Legislative Assembly | Vittal Reddy |
Area | |
• ସମୁଦାୟ | 30 km2 (10 sq mi) |
• Rank | 4th in district |
Elevation | 363 m (1,191 ft) |
Population (2014)[୧] | |
• Total | ୮୦,୦୦୦ |
• Rank | 7th in district |
• Density | 2,700/km2 (6,900/sq mi) |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | TS-01 |
Lok Sabha constituency | Adilabad |
Vidhan Sabha constituency | Mudhole |
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାଇନ୍ସା ସହରର ମୋଟ ଜନସଂଖ୍ୟା ୪୧୦୦୩ ଅଟେ ।[୨] ସେଥି ମଧ୍ୟରୁ ୫୧.୫୩% ଜଣ ପରୁଷ ହୋଇଥିବା ବେଳେ ୪୮.୪୭% ଜଣ ନାରୀ ଅଟନ୍ତି । ଭାଇନ୍ସାର ସାକ୍ଷରତା ହାର ୫୪.୪୫% ଅଟେ । ଏହା ଜାତୀୟ ହାରଠାରୁ ୧୦.୩୯% ପ୍ରତିଶତ କମ ଅଟେ । ସେଥିରୁ ୩୨.୭୮% ପ୍ରତିଶତ ପୁରୁଷ ଓ ୨୧.୬୭% ନାରୀ ଅଟନ୍ତି । ୧୬.୭୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାତେଲୁଗୁ ଭାଇନ୍ସାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census 2011". The
Registrar General & Census Commissioner, India. Retrieved 26 July 2014.
{{cite web}}
: line feed character in|publisher=
at position 5 (help) - ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.