ଭବାନୀଶଙ୍କର ମନ୍ଦିର
ଓରିଶାର ଭୁବନେଶ୍ୱରର ଏକ ହିନ୍ଦୁ ମନ୍ଦିର
ଭବାନୀଶଙ୍କର ଶିବ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥିତ ଏକ ଶିବ ମନ୍ଦିର । [୧]
ଅବସ୍ଥିତି
ସମ୍ପାଦନାଏହା ଭୁବନେଶ୍ୱର ଏକାମ୍ରକ୍ଷେତ୍ର ଅନ୍ତର୍ଗତ ବିନ୍ଦୁସାଗରର ଅତି ନିକଟରେ ଅବସ୍ଥିତ । ଏହି ମନ୍ଦିରଟି ପ୍ରାୟ ୨୮୯ ଡିସିମିଲ ଜମି ମଧ୍ୟରେ ଅବସ୍ଥିତ ।
କିମ୍ବଦନ୍ତୀ
ସମ୍ପାଦନାସ୍ଥାନୀୟ ଲୋକଙ୍କ କହିବା ଏବଂ ପୁରାଣ ବର୍ଣ୍ଣିତ ଅନୁସାରେ କୃତି ଓ ବାସ ନାମକ ନାମକ ଦୁଇଟି ରାକ୍ଷସ ଦେବାଦେବୀଙ୍କୁ ହଇରାଣ କରୁଥିଲେ । ଏହି ଦୁଇଜଣଙ୍କୁ ବଧ କରିବା ପାଇଁ ଦେବୀ ପାର୍ବତୀ ଜଣେ ଗଉଡୁଣୀ ବେଶରେ ଆସିଥିଲେ । ତେବେ ସେ ଦୁଇଜଣଙ୍କୁ ବଧ କରିବା ପରେ କେଦାରଗୌରୀଠାରେ ସ୍ନାନ କରି ସେଠାରେ ବିଶ୍ରାମ ନେଇଥିଲେ ଏବଂ ସେଠାରେ ତାଙ୍କର ସେବା କରୁଥିଲେ ଖୋଦ ମହାଦେବ । ସେହି ପ୍ରତିମୂର୍ତ୍ତିକୁ ବର୍ତ୍ତମାନ ସେଠାରେ ପୂଜା କରାଯାଉଅଛି । ଯେହେତୁ ଅସୁର ଦୁଇଟି ପାର୍ବତୀଙ୍କଦ୍ୱାରା ନିହତ ହୋଇଥିଲେ ତେଣୁ ସେମାନେ ତାଙ୍କ ପାଖରେ ରହିବାକୁ ନିବେଦନ କରିଥିଲେ । ସେହି ଦିନଠାରୁ କୃତିବାସ ମନ୍ଦିର ମଧ୍ୟ ସେଠାରେ ରହିଆସିଛି ।
ଆଧାର
ସମ୍ପାଦନା- ↑ R. K. Das (1982). Bhubaneswar and Its Environs. R.K. Das.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |