ପୁରାଣ ୩ପ୍ରକାର ଯଥା ୧. ମହାପୁରାଣ, ୨. ଉପପୁରାଣ ଓ ୩. ଅତିରିକ୍ତ ପୁରାଣ

ମହାପୁରାଣ ସମ୍ପାଦନ କରନ୍ତୁ

ନାମ ଶ୍ଲୋକ ସଂଖ୍ୟା ପ୍ରଚାରକ ମୁନି ପ୍ରଧାନ ବିଷୟ -
ବ୍ରହ୍ମ ୧୦,୦୦୦ ବ୍ୟାସଶିଷ୍ୟ ଲୋମହର୍ଷଣ ସୂର୍ଯ୍ୟଦେବ
ପଦ୍ମ ୫୫,୦୦୦ ଲୋମହର୍ଷଣ ସୁତ ଉଗ୍ରଗ୍ରୀବା ସୃଷ୍ଟି ବର୍ଣ୍ଣନା
ବିଷ୍ଣୁ ୨୩,୦୦୦ ପରାଶର ସୃଷ୍ଟିବୃତ୍ତାନ୍ତ ଓ ଇତିହାସ
ଶିବ (ବା ବାୟୁ) ୨୪,୦୦୦ ସୂତ ମହାଦେବ
ଭାଗବତ ୧୮,୦୦୦ ଶୁକ ବିଷ୍ଣୁ
ନାରଦୀୟ ୨୫,୦୦୦ ନାରଦ ବିଷ୍ଣୁ
ମାର୍କଣ୍ଡେୟ ୯,୦୦୦ ମାର୍କଣ୍ଡେୟ ଦୁର୍ଗା
ଅଗ୍ନି ୧୫,୦୦୦ ବ୍ୟାସଶିଷ୍ୟ ସୁତ ଅବତାର ଓ ରାଜବଂଶାବଳୀ
ଭବିଷ୍ୟ ୧୪,୫୦୦ ବ୍ୟାସ ଭବିଷ୍ୟତ ଘଟଣାବଳୀ
ବରାହ ୨୪,୦୦୦ ବ୍ୟାସ ବରାହ ଅବତାର
ବ୍ରହ୍ମବୈବର୍ତ୍ତ ୧୮,୦୦୦ ସୁତ ଶ୍ରୀକୃଷ୍ଣ
ଲିଙ୍ଗ ୧୧,୦୦୦ ସୁତ ମହାଦେବ
ସ୍କନ୍ଧ ୮୧,୧୦୦ ବ୍ୟାସ ମହାଦେବ
ବାମନ ୧୦,୦୦୦ ବ୍ୟାସଶିଷ୍ୟ ଲୋମହର୍ଷଣ ତ୍ରିବର୍ଣ୍ଣ ଓ ବାମନ ଅବତାର
କୂର୍ମ ୧୭,୦୦୦ ବ୍ୟାସ ଚତୁର୍ବର୍ଗ
ମତ୍ସ୍ୟ ୧୪,୦୦୦ ବ୍ୟାସ ସୃଷ୍ଟି ବର୍ଣ୍ଣନ
ଗରୁଡ଼ ୧୯,୦୦୦ ବ୍ୟାସ ଗରୁଡ଼
ବ୍ରହ୍ମାଣ୍ଡ ୧୨,୦୦୦ ବ୍ୟାସ ସୃଷ୍ଟିଠାରୁ ପ୍ରଳୟ ପର୍ଯ୍ୟନ୍ତ

ଉପପୁରାଣ ସମ୍ପାଦନ କରନ୍ତୁ

  1. ସନତ୍କୁମାର
  2. ନରସିଂହ
  3. ନାର
  4. ଶୈବଧର୍ମ
  5. ଦୁର୍ବାସା
  6. ନାରଦୀୟ
  7. କପିଳ
  8. ମାନବ
  9. ଔଶନସ
  10. ବ୍ରହ୍ମାଣ୍ଡ
  11. ବାରୁଣ
  12. କାଳିକା
  13. ମାହେଶ୍ୱର
  14. ଶାମ୍ବ
  15. ସୌର
  16. ପରାଶର
  17. ମାରୀଚ
  18. ଭାର୍ଗବ (ମତାନ୍ତରେ ଦେବୀ ଭାଗବତ)

ଅତିରିକ୍ତ ପୁରାଣ ସମ୍ପାଦନ କରନ୍ତୁ

  1. ନନ୍ଦିକେଶ୍ୱର
  2. ଶୁକ୍ର
  3. ବଶିଷ୍ଠ
  4. ଭାଗୁରି
  5. ମନୁ
  6. ବାୟୁ
  7. ମାହେଶ
  8. କଳ୍କୀ
  9. ଶୈବ
  10. ଆଦିତ୍ୟ
  11. ଆଦି
  12. ଶମ୍ଭୁ
  13. ବିଶିଷ୍ଟ କୃତ ଲିଙ୍ଗ
  14. ବିଷ୍ଣୁ ଧର୍ମୋତ୍ତର୍
  15. ବୃହଦ୍ଧର୍ମ
  16. ଧର୍ମ
  17. ଗୌରୀ
  18. ନୀଳ
  19. ଗଣେଶ
  20. ଆତ୍ମ
  21. ବିଷ୍ଣୁକେଶରୀ
  22. ଭାଗବତଭୂଷଣ
  23. ଭାଗବତାମୃତ
  24. ଭାଗବତାମୃତସାର
  25. ମହାଭାଗବତ
  26. କାଳୀ
  27. ଦେବୀ
  28. ଭାସ୍ୱର
  29. ପୁରୁଷୋତ୍ତମପ୍ରସାଦ

ଆଧାର ସମ୍ପାଦନ କରନ୍ତୁ

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ

Texts ସମ୍ପାଦନ କରନ୍ତୁ

ଅନୁବାଦ ସମ୍ପାଦନ କରନ୍ତୁ

  • Śrīmad-Bhāgavatam Full text of the Bhāgavata Purāṇa, with the original Sanskrit, word-for-word meanings, translation, and commentary.
  • The Vishnu Purana Full text of the H.H. Wilson translation at sacred-texts.com

Synopses ସମ୍ପାଦନ କରନ୍ତୁ