ବୟସର ଅନ୍ତେ
୨୦୨୩ ମସିହାରେ ମଞ୍ଚସ୍ଥ ଓଡ଼ିଆ ନାଟକ
ବୟସର ଅନ୍ତେ ୨୦୨୩ ମସିହାରେ ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ନାଟ୍ୟକାର ବିଶାଣ ବଳଭଦ୍ର ଶତପଥୀ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲ ।[୨] ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଓ ଅନୁ ଚୌଧୁରୀ ।[୩]
ବୟସର ଅନ୍ତେ | |
---|---|
ଲେଖକ | ବିଶାଣ ବଳଭଦ୍ର ଶତପଥୀ |
ଚରିତ୍ର | ନିତ୍ୟାନନ୍ଦ (ସମରେଶ ରାଉତରାୟ) ପ୍ରତିମା (ଅନୁ ଚୌଧୁରୀ) |
ପ୍ରଥମ ପରିବେଷଣ | ଫେବୃଆରୀ 23, 2023 |
ପ୍ରଥମ ପରିବେଷଣ ସ୍ଥାନ | ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର |
ମୂଳ ଭାଷା | ଓଡ଼ିଆ |
ସମୟସୀମା | ୯୦ ମିନିଟ୍[୧] |
ଶୈଳୀ | ପାରିବାରିକ |
ୱେବ୍ସାଇଟ୍ ଲିଙ୍କ୍ |
ଓଡ଼ିଆ ୱାନ୍ ଥିଏଟର୍ ଗ୍ରୁପଦ୍ୱାରା ନିର୍ମିତ ଏହି ନାଟକି ପ୍ରଥମେ ୨୦୨୩ ମସିହାର ମାର୍ଚ୍ଚ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।[୪] ପରେ ଏହା ଭୁବନେଶ୍ୱର ଓ ପୁରୀର ବିଭିନ୍ନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା ।[୨]
ଅଭିନୟ
ସମ୍ପାଦନା- ସମରେଶ ରାଉତରାୟ - ନିତ୍ୟାନନ୍ଦ
- ଅନୁ ଚୌଧୁରୀ - ପ୍ରତିମା
କାହାଣୀ
ସମ୍ପାଦନାପରିଣତ ବୟସରେ ବଞ୍ଚୁଥିବା ଏକ ଦମ୍ପତିଙ୍କ ନୀତିଦିନିଆ ଜୀବନ ଉପରେ ଆଧାରିତ ଏହାର କାହାଣୀ । ସମୟର ତାଳରେ ପଡ଼ି ଉଭୟ କିପରି ଜୀବନକୁ ନୂଆ ରୂପରେ ବଞ୍ଚିବାକୁ ଚେଷ୍ଟା କରିଛନ୍ତି ତାକୁ ଏଥିରେ ଦର୍ଶାଯାଇଛି ।[୪]
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି ନାଟକଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୋମେଶ ଶତପଥୀ ଓ କଣ୍ଠଦାନ କରିଥିଲେ ରତିକାନ୍ତ ଶତପଥୀ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ବୟସର ଅନ୍ତେ" | ବିଶାଣ ବଳଭଦ୍ର ଶତପଥୀ | ରତିକାନ୍ତ ଶତପଥୀ | ୦୪:୫୦ |
ଆଧାର
ସମ୍ପାଦନା- ↑ Sahoo, Jyoti Prakash (9 April 2023). "'Bayasara Ante', A Story Of Life, Love and Hope, Of Two Oldies | Mycitylinks". My City Links (in English). Archived from the original on 16 September 2023. Retrieved 16 September 2023.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.
- ↑ "'ବୟସର ଅନ୍ତେ' ନାଟକରେ ପ୍ରଥମଥର ପାଇଁ ଅଭିନୟ କରିବେ ଅନୁ ଚୌଧୁରୀ". Argus News. 10 March 2023. Archived from the original on 16 September 2023. Retrieved 16 September 2023.
- ↑ ୪.୦ ୪.୧ "ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ". Sambad (in ଆମେରିକୀୟ ଇଂରାଜୀ). 9 March 2023. Archived from the original on 16 September 2023. Retrieved 16 September 2023.