ଓଡ଼ିଆ ଉଇକିପିଡ଼ିଆ
            ଏକ ଖୋଲା ଜ୍ଞାନକୋଷ, ଯାହା ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା ଦେଇଥାଏ ।
             ଏହା ୧୭,୯୮୩ ଗୋଟି ପ୍ରସଙ୍ଗରେ ଭରା ।
ଭଲ ଲେଖା
ଭଲ ଲେଖା

ମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଭଲ ଛବି
କେମିତି ବ୍ୟବହାର କରିବେ ଉଇକିପିଡ଼ିଆ
ବ୍ୟବହାର ଶିକ୍ଷଣ

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର ସମ୍ପାଦନା





ଉଇକିମିଡ଼ିଆ ଅଧୀନରେ ଥିବା ବିବିଧ ପ୍ରକଳ୍ପ

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

ଅଲଗା ଭାଷାରେ ଉଇକିପିଡ଼ିଆ

ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହେଇଅଛି । ଏହା 2002 (2002)ରେ ଆରମ୍ଭ ହେଇଥିଲା, ଏବେ ଏଥିରେ ୧୭,୯୮୩ ଗୋଟି ଲେଖା ଅଛି । ଆଉରି ଅନେକ ଭାଷାରେ ଉଇକିପିଡ଼ିଆ ଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:

  • ୧୦,୦୦,୦୦୦ରୁ ଅଧିକ ଲେଖାରେ ଭରା: English · Svenska · Deutsch · Nederlands · Français  · Winaray · Русский  · Sinugboanong Binisaya · Italiano  · Español  · Tiếng Việt · Polski
  • ୩,୦୦,୦୦୦ରୁ ଅଧିକ ଲେଖାରେ ଭରା: 日本語 · Português · 中文 · Українська · Català · فارسی · Norsk (bokmål)  · Srpskohrvatski / Српскохрватски · Suomi · العربية · Bahasa Indonesia · Română  · Čeština · Magyar  · Српски / Srpski · 한국어
  • ୧,୦୦,୦୦୦ରୁ ଅଧିକ ଲେଖାରେ ଭରା: Bahasa Melayu · Türkçe · Minangkabau · Esperanto  · Қазақша · Euskara · Slovenčina · Dansk  · Български · עברית · Lietuvių · Հայերեն · Hrvatski · Slovenščina · Eesti  · O‘zbek · Galego · Norsk (nynorsk)  · Volapük · Latina · English (simple) · Ελληνικά