ଆଦରର ଉମାକାନ୍ତ ଭାଇ, ଆପଣ ଲେଖିଥିବା ନିଉ ୟର୍କ ଲେଖାଟିରେ ବିଷୟବସ୍ତୁ ଓଡ଼ିଆ ଲେଖାଯିବା ଉଚିତ । ସେଇଟିକୁ ଆପଣ ଚାହିଁଲେ ଇଂରାଜୀ ଉଇକିପିଡ଼ିଆର New York ଲେଖାରୁ ଅନୁବାଦ ବି କରିପାରିବେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୭:୩୮, ୧୨ ସେପ୍ଟେମ୍ବର ୨୦୧୩ (UTC)