କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Ujjwol,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! ଅηsuмaη Talk ୧୮:୧୯, ୨୧ ଅକ୍ଟୋବର ୨୦୧୧ (UTC)

ହିକ୍କା

ସମ୍ପାଦନା

ଧନ୍ୟବାଦ, ଆପଣଙ୍କ ଏହି ହିକ୍କାରେ କରିଥିବା ପରୀକ୍ଷା ପାଇଁ । ଆପଣ ସଫଳ ରହିଲେ, ଏବଂ ଏହାକୁ ପଛକୁ ଫେରାଇ ଦିଆଗଲା ବା ହଟାଇ ଦିଆଗଲା । ଦୟାକରି Sandbox ବ୍ୟବହାର କରନ୍ତୁ ଯଦି ଆପଣ କିଛି ପରୀକ୍ଷା କରିବା ପାଇଁ ଚାହୁଛନ୍ତି । ଏଠାରେ ଆପଣ କେମିତି ଅବଦାନ କରିପାରିବେ ଜାଣିବା ପାଇଁ ଶିକ୍ଷଣ ପୃଷ୍ଠା ଦେଖନ୍ତୁ ।-ଅηsuмaη Talk ୧୯:୦୯, ୨୧ ଅକ୍ଟୋବର ୨୦୧୧ (UTC)