ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


TheWikiHelper23, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୦୮, ୩୦ ଜୁଲାଇ ୨୦୨୩ (IST)Reply
Hi Gappu bhai,
Can you please translate the Jagruti Rath Odia wiki page to English? So that we can contribute a bit more. Whatever I know I will contribute on that. TheWikiHelper23 (ମୋ ଆଲୋଚନା) ୨୦:୦୮, ୩୧ ଅକ୍ଟୋବର ୨୦୨୩ (IST)Reply

ଜାଗୃତି ରଥ ପ୍ରସଙ୍ଗରେ ବଦଳ ସମ୍ପର୍କରେ ସମ୍ପାଦନା

ପ୍ରିୟର TheWikiHelper23, ଜାଗୃତି ରଥ ପ୍ରସଙ୍ଗରେ ଆପଣଙ୍କର ବଦଳ ପାଇଁ ସାଧୁବାଦ । ଉଇକପିଡ଼ିଆର ନିୟମ ଦୃଷ୍ଟିରୁ ପ୍ରସଙ୍ଗଟି ସଜଡ଼ାଯାଇଛି । ତାକୁ ବାରମ୍ବର ବଦଳ ନ କରିବାକୁ ଅନୁରୋଧ । ବିନା ଆଧାରରେ ଆପଣ କିଛି ତଥ୍ୟ ଯୋଡ଼ିଥିଲେ, ତାକୁ ମଧ୍ୟ ବାହାର କରିଦିଆଯାଇଛି । ଆଧାର ସହିତ ଏହାକୁ ଯୋଡ଼ିବାକୁ ଅନୁରୋଧ । - ଗପୁ (ମୋ ଆଲୋଚନା) ୨୧:୨୫, ୧ ନଭେମ୍ବର ୨୦୨୩ (IST)Reply