This page is an archive. Do not edit the contents of this page. Please direct any additional comments to the current talk page.


ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...

Soumendrak, ଧନ୍ୟବାଦ -Saileshpat (ମୋ ଆଲୋଚନା) ୨୩:୫୨, ୨୩ ଅପ୍ରେଲ ୨୦୧୮ (IST) ଏଠାରେ ସୌମେନ୍ଦ୍ରଙ୍କ ସହିତ କଥାହେବା ପାଇଁ ଲେଖନ୍ତୁ।Reply


@user:Soumendrak ଦୟାକରି ଗୁଡ଼େ ଛୋଟ ପ୍ରସଙ୍ଗ ତିଆରି ନ କରି, ଭଲ ପ୍ରସଙ୍ଗ ତିଆରି କରନ୍ତୁ । ଛୋଟ ପ୍ରସଙ୍ଗ ଗୁଡିକ ଓଡ଼ିଆ ଉଇକିପିଡ଼ିଆରେ ଲିଭାଇ ଦେଆ ଯାଏ । ଆପଣ ବାରମ୍ବାର ଏହି କାମ କଲେ ଆପଣଙ୍କୁ ନୂଆ ପ୍ରସଙ୍ଗ ତିଆରି କରିବାରୁ ଅଟକାଇ ଦିଆଯିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୩:୦୭, ୨୯ ଅପ୍ରେଲ ୨୦୧୮ (IST)Reply

A barnstar for you! ସମ୍ପାଦନା

The Original Barnstar
ନମସ୍କାର Soumendrak, କମ୍ପୁଟର ବିଜ୍ଞାନ ସମ୍ପର୍କିତ ସୁନ୍ଦର ଏବଂ ଆବଶ୍ୟକୀୟ ଲେଖା ଗୁଡ଼ିକ ପାଇଁ ଅନେକ ଅନେକ ଧନ୍ୟବାଦ । ଶିତିକଣ୍ଠ (ଆଲୋଚନା) ୨୧:୪୫, ୧ ଜୁଲାଇ ୨୦୧୮ (IST)Reply

ଧନ୍ୟବାଦ ଶିତିକଣ୍ଠ ଭାଇ । Soumendrak (ମୋ ଆଲୋଚନା) ୧୮:୩୭, ୨୬ ଜୁଲାଇ ୨୦୧୮ (IST)Reply

ପ୍ରସଙ୍ଗ ଲିଭାଇବା ପାଇଁ ସମ୍ପାଦନା

ପ୍ରସଙ୍ଗ ଲିଭାଇବା ପାଇଁ ସେଥିରେ Candidates_for_speedy_deletion ଶ୍ରେଣୀ ନ ପକାଇ {{ଲିଭାନ୍ତୁ|କାରଣ...}} ପକାନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୧୭, ୧୦ ଅଗଷ୍ଟ ୨୦୧୮ (IST)Reply

ଠିକ ଅଛି ଜ୍ଞାନ ଭାଇ । Soumendrak (ମୋ ଆଲୋଚନା) ୨୨:୩୬, ୧୧ ଅଗଷ୍ଟ ୨୦୧୮ (IST)Reply

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)Reply
Return to the user page of "Soumendrak/Archive 1".