କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Satya24x7,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -ansuman (ମୋ ଆଲୋଚନା) ୨୦:୨୯, ୧୩ ଅଗଷ୍ଟ ୨୦୧୧ (UTC)

ଲେଖା ଅବଦାନ ସମ୍ପାଦନା

ଲେଖା ପାଇଁ ଧନ୍ୟବାଦ । କିନ୍ତୁ ଆପଣ କଣ, କଣ ନୁହନ୍ତି ଦୟାକରି ଲେଖନ୍ତୁ ନହିଁ । ଏହା ଏକ ଜ୍ଞାନକୋଷ, ଆପଣ ଯଦି ଅଜ୍ଞ, ତେବେ ପ୍ରଧାନ ପୃଷ୍ଠାରେ ଥିବା FAQ ଓ କେମିତି ବ୍ୟବହାର କରିବେ ତାର video ଦେଖନ୍ତୁ । -ansuman (ମୋ ଆଲୋଚନା) ୨୦:୩୭, ୧୩ ଅଗଷ୍ଟ ୨୦୧୧ (UTC)