ପାଛୋଟା!

ଓଳିଗି, Santoshkumar ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! ---Srikant Kedia ୧୭:୧୦, ୧୦ ମେ ୨୦୧୧ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ ସମ୍ପାଦନା

 

ଆଜ୍ଞା ନମସ୍କାର Santoshkumar,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୨୯, ୮ ଅଗଷ୍ଟ ୨୦୧୧ (UTC)

ଆଧାର ଓ ସନ୍ତକ ବାବଦରେ ସମ୍ପାଦନା

ପ୍ରିୟ ସନ୍ତୋଷ ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଓ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

ପ୍ରସଙ୍ଗରେ ଦେଇଥିବା ଆଧାର ଗୁଡିକ ଠିକ ଭାବେ ଦେଖାଯିବା ନିମନ୍ତେ ପ୍ରସଙ୍ଗର ତଳେ
==ଆଧାର==
{{ଆଧାର}}
ଲେଖନ୍ତୁ । ଅଧିକ ଜାଣିବା ପାଇଁ ଆଧାର ପୃଷ୍ଠାଟି ଦେଖନ୍ତୁ ।

ଉଇକିପିଡିଆ ନିୟମାବଳି ଅନୁସାରେ ପ୍ରସଙ୍ଗ ପୃଷ୍ଠାରେ ସନ୍ତକ ବ୍ୟବହାର କରାଯାଏ ନାହିଁ । କେବଳ ଆଲୋଚନା ପୃଷ୍ଠାରେ ମତ ଦେଲେ କିମ୍ବା ପ୍ରଶ୍ନ ପଚାରିବା ବେଳେ ସନ୍ତକ ବ୍ୟବହାର କରାଯାଏ । ଅଧିକ ଜାଣିବା ପାଇଁ ସନ୍ତକ ପୃଷ୍ଠାଟି ଦେଖନ୍ତୁ ।
ଉଇକିପିଡ଼ିଆର ପ୍ରସଙ୍ଗଗୁଡିକ ଏକାଥରେ କିମ୍ବା ଜଣକ ଦ୍ଵାରା ଲେଖାଯାଏନାହିଁ, ତେଣୁ ଆପଣ ଯେକୌଣସି ପ୍ରସଙ୍ଗକୁ ବାରମ୍ବାର ବଦଳ କରିପାରିବେ । ଜାଉ ବାବଦରେ ଉପରେ ଲେଖିଥିବା ତଥ୍ୟ ଆପଣ ସିଧାସଳଖ ପ୍ରସଙ୍ଗରେ ଲେଖିବା ଉଚିତ ହେବ ।

ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ, ଫେସବୁକ ଗୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ । ଧନ୍ୟବାଦ ସହ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୩୭, ୯ ଜୁଲାଇ ୨୦୧୨ (UTC)

Your question in Wikimedia Commons! ସମ୍ପାଦନା

You or someone else pretending to be you posted a question which has got at least one new reply, you can see it here --Titodutta (ମୋ ଆଲୋଚନା) ୧୬:୧୬, ୧୫ ଜୁଲାଇ ୨୦୧୨ (UTC)

Thank you Tito. I will try to fix the issue.
  • Hello Santoshkumar, Please Click on this link to merge your account while you logged in to Odia Wikipedia, otherwise it won't work. Then go to commons: and see if you are logged in there and let me know. There might be other issue as your account is registered before 2006 (2005-11-02). Let me know on my talk page. -- ଅଂଶୁମାନ ତାର ଯୋଡ଼ିବେ? ୨୦:୨୯, ୧୫ ଜୁଲାଇ ୨୦୧୨ (UTC)

ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁ ସମ୍ପାଦନା

ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା ପାଇଁ ବଛାଯିବ", "ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠାରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ ଆଲୋଚନା ସଭାରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ   -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୫, ୧୭ ଜୁଲାଇ ୨୦୧୨ (UTC)