ପାଛୋଟା!

ଓଳିଗି, Rkghadai ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୫:୧୨, ୧୧ ଜୁଲାଇ ୨୦୧୧ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ ସମ୍ପାଦନା

 

ଆଜ୍ଞା ନମସ୍କାର Rkghadai,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୨୫, ୮ ଅଗଷ୍ଟ ୨୦୧୧ (UTC)

Hello Odia wiki user ସମ୍ପାଦନା

I am a wikipedian, I would happy to hear from you. I saw you contributed to Odia wikipedia. I am wondering what is the reason that you are not active now a days. Odia community is now active, Now we have more than 15 active users, I hope you would comeback and contribute. -ansuman (ମୋ ଆଲୋଚନା) ୦୭:୪୬, ୧୧ ସେପଟେମ୍ବର ୨୦୧୧ (UTC)

ନମସ୍କାର ଆଜ୍ଞା ସମ୍ପାଦନା

ଉତ୍ତର ପାଇଁ ବହୁ ଧନ୍ୟବାଦ । ମୁଁ ଆଶା କରୁଥିଲି ଉତ୍ତର ପାଇବି ବୋଲି । ଏବେ ଆମେ ୭/୮ ମାସ ହେଲା କାମ କରୁଛୁ । ସକ୍ରିୟ ସଦସ୍ୟ ଯଦିଓ ୧୫/୨୦ ଅଛନ୍ତି, ନିୟମିତ କାମ କରୁଥିବା ସଦସ୍ୟ ବହୁତ କମ, ସବୁ ମୁଖ୍ୟତ ଛାତ୍ର । ମୁଁ ବି ଜଣେ ଛାତ୍ର । ସେମିତି ବେଶି ସଦସ୍ୟ ନାହାନ୍ତି ଯେମାନେ ନିଜ ଭାଷାରେ ସମ୍ପୂର୍ଣ ଭାବେ ଲେଖୁଛନ୍ତି, ଇଂରାଜୀରେ ଭଲ ଲେଖା ଥିବାରୁ ଅନୁବାଦ ହେଉଛି । ଏଥିରେ ଯାହା ବି ଲେଖା ହେଉଛି ସବୁ ବଦଳାଇହେବ, ତେଣୁ କିଛି ଅସୁବିଧା ନାହିଁ । ଆପଣ କଣ ମେଲ ପାଇଥିଲେ ଓଡ଼ିଆରେ ମୁଁ ତ ଜାଣିନାହିଁ, ଏମିତି ବି ହେଇଥାଇପାରେ font ଅସଜଡ଼ା ହୋଇ ଆସିଥିବ ଯଦି ଆପଣ XP ବ୍ୟବହାର କରୁଥିବେ । ଆପଣ ଯେଉଁ ବିଷୟରେ ରୁଚି ରଖୁଛନ୍ତି ବା ଜାଣିଛନ୍ତି ଆପଣ ଲେଖି ପାରିବେ, ସାହିତ୍ୟ, ବିଜ୍ଞାନ, କଳା, ଓଡ଼ିଶାର ଇତିହାସ, ଜାଗା, ମନ୍ଦିର ଇତ୍ୟାଦି । ଏବେ ଆମର ମୁଖ୍ୟ ଉଦ୍ଦେଶ୍ୟ ନୂଆ ସଦସ୍ୟଙ୍କ ପାଖରେ ପହଞ୍ଚିବା ଆଉ ଭଲ ଲେଖା ଲେଖିବା, ମୁଁ ଆଶା କରୁଛି ଆପଣ ଯଥାସମ୍ଭବ ଯୋଗଦାନ କରିବେ । ଅନେକ ଧନ୍ୟବାଦ । କିଛି ଅସୁବିଧା ହେଲେ ମୋତେ ଯୋଗାଯୋଗ କରିପାରିବେ ଏହି ନମ୍ବରଟିରେ ୦୯୬୧୧୬୦୩୪୩୯ । -ansuman (ମୋ ଆଲୋଚନା) ୧୬:୨୭, ୨୫ ସେପ୍ଟେଟେମ୍ବର ୨୦୧୧ (UTC)