କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Rabindra kumar samantaroy,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୪୫, ୨୬ ଜାନୁଆରୀ ୨୦୧୩ (UTC)

ଲେଖା ବଦଳ ବାବଦରେ ସମ୍ପାଦନା

ବେତନଟୀ ପ୍ରସଙ୍ଗଟିରେ ବଦଳ କରିଥିବାରୁ ଧନ୍ୟବାଦ । ଏଥିରେ ଜାତୀୟ ରାଜପଥର ନାମ ବଦଳ କରି ୫ ପରିବର୍ତେ ୧୮ କରିବା ସମୟରେ, କୌଣସି କାରଣ ନ ଦର୍ଶାଇ ତଥ୍ୟ ପେଡ଼ି ଓ ଯୋଗସୂତ୍ର ପେଡ଼ି ସହ ଅନ୍ୟ କିଛି ତଥ୍ୟ ଲିଭାଇ ଦେଇଛନ୍ତି । ଉଇକିପିଡ଼ିଆରେ ଲେଖା ପ୍ରସଙ୍ଗ ଗୁଡ଼ିକରୁ ବିନା କାରଣରେ ତଥ୍ୟ ଲିଭାଯାଏ ନାହିଁ । ମୁଁ ଭାବୁଛି ଏହା ବୋଧହୁଏ ଆପଣଙ୍କ ଅଜାଣତରେ ହେଇ ଯାଇଛି । ଭବିଷ୍ୟତରେ ବଦଳ କରିବା ବେଳେ ଏ ଦିଗପ୍ରତି ଧ୍ୟାନ ଦେବେ ବୋଲି ଆଶା ।

ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ, ଚାଟସଭାରେ, ଫେସବୁକ ଗୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାରେ ପଚାରନ୍ତୁ । ଧନ୍ୟବାଦ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୨୬, ୩୦ ଜାନୁଆରୀ ୨୦୧୩ (UTC)