Pradeepta01
Joined ୧୬ ମଇ ୨୦୧୭
Latest comment: ୬ ବର୍ଷ ପୂର୍ବେ by Ansumang in topic ଆନନ୍ଦ ହୋତା
ଆଦରର Pradeepta01,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନଙ୍କ ସହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ
- ଶିକ୍ଷଣ ଓ ଜାଣିବା କଥା
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!
ଆନନ୍ଦ ହୋତା ସମ୍ପାଦନା
ଆପଣଙ୍କ ଲେଖା ଆନନ୍ଦ ହୋତା ଟିକୁ କେହି ନ ସୁଧାରିଲେ ଲିଭାଇ ଦିଆଯିବ! -- ଅଂଶୁମାନ ତାର ଯୋଡ଼ିବେ? ୧୯:୧୩, ୧୨ ଫେବୃଆରୀ ୨୦୧୮ (IST)
- ଏବେ ପାଇଁ ଲେଖା User:Pradeepta01/ଆନନ୍ଦ ହୋତା ବ୍ୟବହାରକାରୀ ଉପପୃଷ୍ଠାରେ ରହିଲା, ଉନ୍ନତ କରିବା ପରେ ମୁଖ୍ୟଜାଗାକୁ ଆଣିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୧୪:୫୨, ୪ ମାର୍ଚ୍ଚ ୨୦୧୮ (IST)