ବାବେଲ ଇଉଜର ତଥ୍ୟ
de-N Dieser Benutzer spricht Deutsch als Muttersprache.
en-3 This user has advanced knowledge of English.
or-0 ଏହି ସଭ୍ୟ ଓଡ଼ିଆ ଜମାରୁ ବୁଝନ୍ତି ନାହିଁ ବା ଟିକେ ଟିକେ ବୁଝିପାରନ୍ତି ।
ଭାଷା ଅନୁସାରେ ସଭ୍ୟ

Please use English and/or one of my talk pages [୧] or [୨] - thanks
or / oder
Bitte in Deutsch und/oder auf meiner Diskussionsseite [୩] - Danke
--NobbiP (ମୋ ଆଲୋଚନା) ୧୬:୨୦, ୨୫ ସେପ୍ଟେଟେମ୍ବର ୨୦୧୧ (UTC)


ପାଛୋଟା!

ଓଳିଗି, NobbiP ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୩:୪୮, ୨୫ ସେପ୍ଟେଟେମ୍ବର ୨୦୧୧ (UTC)